ଛତିଶଗଡରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ସହିଦ
ଛତିଶଗଡ: ଛତିଶଗଡର ବସ୍ତର ନିକଟରେ ବୁଧବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ।
ସହିଦ ଯବାନ ଜଣକ ରୋଶନ କୁମାର ବୋଲି ସୂଚନା ମିଳିଛି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…
BREAKING NEWS