Latest Odisha News

BREAKING NEWS

ପିଏନଭି ଫାଉଣ୍ଡେସନର ‘ସୋ କେଶ୍ ଓଡିଶା ଆୱାର୍ଡସ’ ଓ ‘କନକ୍ଲେଭ’ରେ ଦୂତୀ ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ପିଏନଭି ଫାଉଣ୍ଡେସନ ପକ୍ଷରୁ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ସୋ କେଶ୍ ଓଡିଶା ଆୱାର୍ଡସ୍ ଓ କନକ୍ଲେଭର ଚତୁର୍ଥ ସଂସ୍କରଣରେ ସମ୍ବର୍ଦ୍ଧିତ କରାଯାଇଛି । ଉତ୍ସବ ପ୍ରାରମ୍ଭରେ ବାଜି- ଦ ଇର୍ମୋଟାଲ୍ ବୋଟ୍ ବୟ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ…

ଷ୍ଟିମ୍‌ କରି ଫେରାଇ ଆଣନ୍ତୁ ତ୍ୱଚାର ପୁରୁଣା ସୁନ୍ଦରତା

କର୍ମକ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ତ୍ୱଚାର ଯତ୍ନ ନେବାକୁ ପ୍ରାୟ ସମସ୍ତେ ଭୁଲି ଯାଆନ୍ତି । ଫଳରେ ତ୍ୱଚା ଶୁଷ୍କ ପଡିଯାଇଥାଏ, ସେଥିରେ ଯେତେ ପରିମାଣରେ କ୍ରିମ ବା ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ସେହି ଚମକ ପୁନଃ ଫେରି ଆସେ ନାହିଁ । ତେବେ କିନ୍ତୁ ଷ୍ଟିମ୍‌ ଜରିଆରେ ଆପଣ ସହଜରେ ନିଜର…

ସ୍କେଚ୍

ସ୍କେଚ୍ ଶରତଚନ୍ଦ୍ର ଆଚାର୍ଯ୍ୟ ଅନେକ ଅଙ୍କାବଙ୍କା, ମୋଟା-ସରୁ ପେନସିଲ ଗାରରେ ଜୀବନ୍ୟାସ ମିଳିଛି ଯେ କୋଉ ଭାଗ୍ୟର ପୁଣ୍ୟଫଳ ଭୋଗ କରୁଛି । ଟଂଗାହୋଇ ରହିଛି କାନ୍ଥରେ ସାମ୍ନାରେ ମୋର ଜୀବନ୍ତ ଚିତ୍ରମାନେ କେତେ ଠାଣି, ଭଙ୍ଗିରେ ଆକଳନ କରୁଛନ୍ତି ମୋ ମୂଲ୍ୟ । ମୂଲ୍ୟାୟନ ମୋ…

ବିତର୍କର ବଳୟରେ ବିବାଦୀୟ ସମାଜବାଦୀ ନେତା ଆଜମ୍ ଖାନ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ସୋମବାର ଦିନ ବିଜେପି ସାଂସଦ ରମାଦେବୀଙ୍କୁ କ୍ଷମା ମାଗିଛନ୍ତି । ସପ୍ତାହକ ପୂର୍ବରୁ ବରିଷ୍ଠ ଏସପି ନେତା ଶ୍ରୀ ଖାନ୍ ଲୋକସଭାରେ ଏହି ମହିଳାନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ, ଯାହାକି ସମଗ୍ର ଦେଶରେ ହଇଚଇ ସୃଷ୍ଟି…

“ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ” ରେ ନଜର ଆସିବେ ମୋଦି

ନୂଆଦିଲ୍ଲୀ: ଡିସ୍‌କଭରୀ ଚ୍ୟାନେଲ୍‌ର "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଛନ୍ତି। "ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ" କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରେଲ୍ସ୍‌ ଟୁଇଟ୍‌ କରି…

‘କୋଣାର୍କ ଏକ୍ସପ୍ରେସ’ ମଙ୍ଗଳବାର ଦିନ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ !

ଭୁବନେଶ୍ୱର: ମୁମ୍ବାଇଗାମୀ କୋଣାର୍କ ଏକ୍ସପ୍ରେସ ମଙ୍ଗଳବାର ଦିନ ୩ଟା ୨୫ ପରିବର୍ତ୍ତେ ରାତି ୨ଟା ବେଳେ ବିଳମ୍ବରେ ଭୁବନେଶ୍ୱର ଛାଡ଼ିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସୁଥିବା ଟ୍ରେନଗୁଡ଼ିକ ବିଳମ୍ବରେ ଛାଡୁଥିବା ଯୋଗୁଁ…

ରାଜ୍ୟକୁ କେନ୍ଦ୍ର ସହାୟତା ହ୍ରାସ ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା କ୍ରମେ ହ୍ରାସ ପାଉଥିବା ପ୍ରସଙ୍ଗକୁ ଭିତ୍ତିକରି ସୋମବାର ଦିନ ରାଜ୍ୟ ବିଧାନସଭାରେ ଏନେଇ ଚିନ୍ତାପ୍ରକଟ କରାଯାଇଛି । ଗୃହର ପ୍ରଶ୍ନକାଳ ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ୧୪ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ…

ପାଣ୍ଡିଆନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ପରିସମାପ୍ତି ଘଟାଇ ରାଜ୍ୟ ସରକାର ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟ୍ରାନ୍ସଫୋରମେସନ ଏଣ୍ଡ ଇନିସିଏଟିଭସ) ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ଏହି…

ଅଗଷ୍ଟ ୧ରୁ ପୁଣି ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ‘ଭିତରକନିକା ଜାତୀୟ ଅଭୟାରଣ୍ୟ’ ପର୍ଯ୍ୟଟକଙ୍କ ଲାଗି ପୁନର୍ବାର ଅଗଷ୍ଟ ୧ ତାରିଖରୁ ଖୋଲୁଛି । ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ଷିକ କୁମ୍ଭୀର ପ୍ରଜନନ ଋତୁ ଲାଗି ଏହି ଜାତୀୟ ଅଭୟାରଣ୍ୟକୁ ମେ ୧ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ…

ଓୟୁଏଟି ମୁଖ୍ୟ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଓୟୁଏଟି କଲେଜର କୃଷି ବିଭାଗ ଛାତ୍ରଛାତ୍ରୀମାନେ ଉଦ୍ୟାନ୍ କୃଷି ଛାତ୍ରଛାତ୍ରୀଙ୍କ ଦାବିକୁ ବିରୋଧ କରି ସୋମବାର ଦିନ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାନୁଯାୟୀ ଛାତ୍ରଛାତ୍ରୀମାନେ…