Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କୋରାପୁଟ, ମାଲକାନଗିରି, ନୂଆପଡା, ବଲାଙ୍ଗିର,…

କର୍ଣ୍ଣାଟକରେ ଆଜି ୟେଦ୍ଦୁରପ୍ପା ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନବଗଠିତ ୟେଦ୍ଦୁରପ୍ପା ସରକାର ସୋମବାର ଦିନ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ । ବିଧାନସଭାରେ ସୋମବାର ଦିନ ସରକାର ଶକ୍ତି ପରୀକ୍ଷା ଦେବାକୁ ଥିବାବେଳେ ଏଥିଲାଗି ୟେଦ୍ଦୁରପ୍ପା ଶତ ପ୍ରତିଶତ ପ୍ରସ୍ତୁତ ଥିବା କହିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ…

ରୋଷେଇ ଘର ସଫା ରଖିବାର ସହଜ ଉପାୟ . . .

ରୋଷେଇ ଘର ସଫାସୁତୁରା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଅନେକ ଲୋକ ରୋଷେଇ କରିବା ସମୟରେ ରୋଷେଇ ଘର ସଫା କରି ଦିଅନ୍ତି ଆଉ କିଛି ରୋଷେଇ କରିସାରିବା ପରେ ସଫା କରନ୍ତି। କିନ୍ତୁ କିଛି କିଛି ଲୋକ ଜମାରୁ ରୋଷେଇ ଘର ସଫା କରନ୍ତି ନାହିଁ, ଯାହା ଫଳରେ ରୋଷେଇ ଘର ଅପରିଷ୍କାର ହୋଇଥାଏ ।…

ସେତେବେଳେ କେଉଁଠି ଥିଲ?

ସେତେବେଳେ କେଉଁଠି ଥିଲ? ପରଂବ୍ରହ୍ମ ତ୍ରିପାଠୀ ସହପାଠୀ ରାଜୀବକୁ କ୍ୟାନସର। ପାଖାପାଖି ତିନି ବର୍ଷ ହେଲା ଚାକିରି ନାହିଁ, ମାନସିକ ଦୁଶ୍ଚିନ୍ତା ସାଙ୍ଗକୁ ଆର୍ଥିକ ଦୁଃସ୍ଥିତିର ଚରମ ସୋପାନରେ ରାଜୀବର ପରିବାର। ତାଙ୍କ ଘର ପାଖର ଜଣେ ଚିହ୍ନା ପରିଚିତଙ୍କଠାରୁ ରାଜୀବ ବିଷୟରେ କିଛି ଦିନ ତଳେ…

ମାଲକାନଗିରି: ବର୍ଷାଜଳରେ ବୁଡ଼ିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା ପୋଲ ବୁଡିଯିବା ଫଳରେ ମାଲକାନଗିରି-କାଳିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଏହି ପୋଲ ଉପରେ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ ପୋଲର ଉଭୟ ପାଶ୍ୱର୍ରେ ଯାତ୍ରୀମାନେ ଫସି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୯-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୯ ରିଖ ସୋମବାର କର୍କଟ ୧୩ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଜିତିଲା ଟାଟା ଷ୍ଟିଲ୍ ଏକାଦଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଦିନ ଅନୁଷ୍ଠିତ ୨୦୧୯ ‘ଫ୍ରେଣ୍ଡସିପ୍ କପ୍ ଫୁଟବଲ’ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ୍ ଏକାଦଶ ୩-୦ ଗୋଲରେ ଲିଡ଼ର୍ସ ଏକାଦଶକୁ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଟାଟା ଷ୍ଟିଲ୍ ଦଳ ପକ୍ଷରୁ ସଦ୍ଦାମ ଆବ୍ରାର୍ ୨ଟି ଗୋଲ୍ ସ୍କୋର୍ କରିଥିବା…

ଓସଜାର ନୂତନ କର୍ମକର୍ତ୍ତା ନିର୍ବାଚନ: ସନ୍ଦୀପ ମିଶ୍ର ସଭାପତି ଓ ସମ୍ବିତ୍ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର (ଓସଜା) ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ଆସନ୍ତା ଦୁଇବର୍ଷ ସକାଶେ ନୂଆ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଦସ୍ୟମାନେ ବିବିଧ ବିଷୟରେ ଆଲୋଚନା…

ଚିକେନ୍‌ ପଟିଆଲା

ଘରେ ତିଆରି କରନ୍ତୁ ଚିକେନ୍ ପଟିଆଲା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: କଞ୍ଚା ଅଣ୍ଡା: ୨ଟା, ଚିକେନ-୬୦୦ଗ୍ରାମ, ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି), ଏକ ଚାମଚ(ବଡ ଚାମଚ), ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ), ଧନିଆ ପାଉଡର: ୧/୨ ଚାମଚ, ଜିରା…

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଟ୍ରିପଲ ମର୍ଡର ଘଟଣାରେ ପୋଲିସ ରବିବାର ଦିନ ପିପିଲି ନିକଟସ୍ଥ ଏକ ଜଙ୍ଗଲରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ମୁଖ୍ୟ ଅଭିଯୁକ୍ତ ମିତୁ ବେହେରା ଓ ପୁନିଆ ବେହେରା ବୋଲି ଜଣାପଡିଛି । ଏହି ଦୁଇଜଣ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଗଣମାଧ୍ୟମକୁ ସୂଚନା…