ଅଭିନେତ୍ରୀରୁ ରାଜନୀତି: ନୂଆ ସାଂସଦ ହେଲେ ବଙ୍ଗଳା ସୁନ୍ଦରୀ ମିମି ଚକ୍ରବର୍ତ୍ତୀ
କୋଲକତା : କଳାକାର ଜୀବନରୁ ରାଜନୈତିକ ମଇଦାନରେ ପାଦ ଥାପିଥିବା ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କ ସମ୍ପର୍କରେ ଅଳ୍ପବହୁତେ ସମସ୍ତଙ୍କୁ ଜଣାଥିବ । ଏଭଳି କିଛି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ।
ନିକଟରେ ସମାପ୍ତ ହୋଇଥିବା ୨୦୧୯ ନିର୍ବାଚନ ମମତା…