ବାତ୍ୟା ବିପନ୍ନଙ୍କ ପ୍ରତି ସାହାଯ୍ୟର ହାତ ବଢାଇଲେ ଓଡ଼ିଶା ପୋଲିସ
ପୁରୀ: ପୁରୀଠାରେ ବାତ୍ୟା ବିପନ୍ନଙ୍କ ଲାଗି ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ‘କରୁଣା’ ନାମକ ଅଭିନବ ଯୋଜନା ହାତକୁ ନିଆଯାଇଛି । ଏହି କରୁଣା କାର୍ଯ୍ୟକ୍ରମ ମାଧ୍ୟମରେ ବାତ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ପୁରୀ ସହର ତଥା ଏହାର ଆଖପାଖରେ ରହିଥିବା…