ଭଦ୍ରକରେ ବରିଷ୍ଠ କଂଗେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ
ଭଦ୍ରକ: ଭଦ୍ରକର ବନ୍ତଛକଠାରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ରବିବାର ଦିନ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଶ୍ରୀ ଜ୍ଞାନେନ୍ଦ୍ର ଦିନ ୧୧ଟା ସମୟରେ ବନ୍ତଛକଠାରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଏକ ହୋଟେଲକୁ ଯାଉଥିବା…