ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ମାର୍କେଟ ନିକଟରେ ଫେବୃଆରୀ ୭ ତାରିଖରେ ହୋଇଥିବା ଏକ ବୋମା ବିସ୍ଫୋରଣ ଘଟଣାରେ ସଂଶ୍ଲିଷ୍ଟ ଥିବା ଜଣେ କୁଖ୍ୟାତ ଅପରାଧୀ ଶୁକ୍ରବାର ଦିନ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଛି।
ଆହତ ଅପରାଧୀ ଜଣକ ମହମ୍ମଦ ଇମ୍ରାନ୍ ବୋଲି ଜଣାପଡିଛି । ଏହି ଘଟଣାରେ ୩ ଜଣ…