Latest Odisha News

BREAKING NEWS

ଭୁବନେଶ୍ୱର: ବି.ଟେକ୍ ଛାତ୍ରଙ୍କ ଠାରୁ ଜବତ ହେଲା ବ୍ରାଉନ ସୁଗାର

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ବୁଧବାର ଦିନ ବି.ଟେକ୍ ପାସ କରିଥିବା ଜଣେ ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ନୟାପଲ୍ଲୀ ନିକଟସ୍ଥ ସାଲିଆ ସାହି ଅଞ୍ଚଳରୁ ଚଢାଉ ବେଳେ ଅବକାରୀ ବିଭାଗ ସମ୍ପୃକ୍ତ ଛାତ୍ରଙ୍କ ଠାରୁ ୮୩ ଗ୍ରାମର…

ଜାମ୍ମୁ-କାଶ୍ମୀର: ବଡଗାମରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର ଗୋପାଲପୋର ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ମାଜ୍ ବୋଲି ସୂଚନା ମିଳିଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀଙ୍କ ପରିଚୟ…

ମୟୂରଭଞ୍ଜ: ନାବାଳକ ଦ୍ୱାରା ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶୀକାର

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଅନ୍ୟ ଏକ ବିଦ୍ୟାଳୟର ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ବାରିପଦା ସଦର ଥାନାର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ କହିଛନ୍ତି, ସରସ୍ୱତୀ ପୂଜା ଦିନ ରାତିରେ ଅନ୍ୟ ଏକ…

କେନ୍ଦୁଝର: ସଡକ ଦୁର୍ଘଟଣାରେ ଟାଟା ଷ୍ଟିଲ କର୍ମଚାରୀ ଆହତ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଖଣି ନିକଟରେ ମଙ୍ଗଳବାର ରାତିରେ ଏକ ଷ୍ଟାଫ ବସ୍ ଓଲଟି ପଡିବାରୁ ଟାଟା ଷ୍ଟିଲ କମ୍ପାନୀ (ଟିପିଏଲ)ର ୨୦ ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କର୍ମଚାରୀମାନେ କମ୍ପାନୀ ବସରେ ଯୋଡା ଯାଉଥିବାବେଳେ…

ଅଡୁଆରେ ବୈଜୟନ୍ତ, ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ନେଇ ଲୋକସଭାରେ ଭର୍ତ୍ତୃହରିଙ୍କ ବିସ୍ଫୋରଣ

ନୂଆଦିଲ୍ଲୀ: ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ମଙ୍ଗଳବାର ଦିନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀଙ୍କ ନାମରେ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ରହିଥିବାର ସଙ୍ଗୀନ ଅଭିଯୋଗ ମଙ୍ଗଳବାର ଲୋକସଭାରେ ଆଣିଛନ୍ତି । “ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ପଣ୍ଡା…

ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡ଼ାନ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡ଼ାନ୍ତ କରିଛନ୍ତି । ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ଚ୍ଚ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏକ ୭ ଜଣିଆ କମିଟି ଦ୍ୱାରା ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନାମ ଚୂଡ଼ାନ୍ତ…

କଂଗ୍ରେସରେ ଯୋଗ ଦେବେ ହେମା ଗମାଙ୍ଗ

ନୂଆଦିଲ୍ଲୀ : ପୂର୍ବତନ ଲୋକସଭା ସାଂସଦ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଧର୍ମପତ୍ନୀ ହେମା ଗମାଙ୍ଗ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଏକପ୍ରକାର ସଜବାଜ ହେଲେଣି । ଏହି ପୂର୍ବତନ ସାଂସଦ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମୁଁ ଦଳର…

ଆଇପିଏସ ସ୍ତରରେ ବ୍ୟାପକ ଅଦଳବଦଳ: ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ରାଉରକେଲା ସ୍ଥାନାନ୍ତରୀତ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ଲାଗି ନୂତନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ନିକଟରେ ଇଲେକ୍ସନ କମିଶନ ରାଜ୍ୟ ସରକାର ମାନଙ୍କୁ ଏକ ନିର୍ଦ୍ଦେଶାନାମା ଯୋଗେ ଯେଉଁ ବରିଷ୍ଠ ଆଇପିଏସ / ଆଇଏଏସ…

ନବରଙ୍ଗପୁର: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନିକଟସ୍ଥ ଏକ ଗ୍ରାମରେ ସଶସ୍ତ୍ର ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କ ଗଲାକାଟି ହତ୍ୟା କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀମାନେ ଭେନସା ଗ୍ରାମର ଟୁନୁ…

ପୁରୀ ଶ୍ରୀମନ୍ଦିର ଦର୍ଶନକୁ ପତ୍ନୀ ମଧୁରିମାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ସୋନୁ ନିଗମ

ଭୁବନେଶ୍ୱର/ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦିନ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ଭାବାବେଗକୁ ପ୍ରକାଶ କରି କହିଛନ୍ତି “ବିଗତ ୧୦ଟି ଶତାବ୍ଦୀ ଧରି କେଟିକୋଟି ଶ୍ରଦ୍ଧାଳମାନଙ୍କର ଶକ୍ତି, ଭକ୍ତି ତଥା ଭାବାବେଗର ଐକ୍ୟଭାବନା…