ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ଅଶୋକ ଗେହଲଟ, ସଚିନ୍ ହେଲେ ଉପ-ମୁଖ୍ୟମନ୍ତ୍ରୀ
ଜୟପୁର : ବହୁ ବାଦ ବିବାଦ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ବରିଷ୍ଠ ନେତା ଅଶୋକ ଗେହଲଟ । ଯୁବ ନେତା ତଥା ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି ।
ଏନେଇ ଆଜି ଏଆଇସିସି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି…