ଜମାକାରୀଙ୍କୁ ରୋଜଭ୍ୟାଲି ଚିଟଫଣ୍ଡ ଟଙ୍କା ଫେରସ୍ତ ଲାଗି ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
କଟକ : କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଗୁରୁବାର ଦିନ ରାଜ୍ୟ ସରକାରଙ୍କୁ ରୋଜଭ୍ୟାଲି ଚିଟ ଫଣ୍ଡ ସଂସ୍ଥାର ଜମାକାରୀଙ୍କ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଦାଲତଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଏବେ ରାଜ୍ୟ ସରକାରଙ୍କୁ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ପ୍ରାୟ ୯୨ କୋଟି ୮…