Latest Odisha News

BREAKING NEWS

ରାଜ୍ୟରେ ଖୁବ୍ ଶୀଘ୍ର ଖୋଲିବ ଅଧିକ ଡାଏଲିସିସ୍ କେନ୍ଦ୍ର

ଭୁବନେଶ୍ୱର : କିଡନି ରୋଗୀମାନଙ୍କ ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ଅଧିକ ଡାଏଲିସିସ୍ କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ…

ମାଡି ଆସୁଛି ବାତ୍ୟା ‘ପେଥାଇ’: ବର୍ଷା ସହ ୪ଟି ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ତାମିଲନାଡୁର ଚେନ୍ନାଇଠାରୁ (୬୯୦ କିମି.) ଦୂର ଏବଂ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ସିରୁନ୍ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଏନକାଉଣ୍ଟର ଜାରି ରହିଥିବା ସମୟରେ କିଛି ଲୋକମାନେ ଅଚାନକ…

କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନାହିଁ: ନବ ଦାସ

ଝାରସୁଗୁଡା : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ ଶୁକ୍ରବାର ଦିନ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ଯେ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ । ମୁଁ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେବାନେଇ ଅନେକ ଚର୍ଚ୍ଚା ଚାଲୁଥିଲା । ଆପଣ…

ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶନିବାର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୌହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ଶିଶୁର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି…

ଆସାମର ରହସ୍ୟମୟ ଗାଁ ମେୟଙ୍ଗ, ଯେଉଁ ଗାଁ’ରେ ତନ୍ତ୍ର ବଳରେ ମଣିଷ ହୋଇଯାଏ ପଶୁ !

ଭୁବନେଶ୍ୱର: ବିଜ୍ଞାନର ଜୟଯାତ୍ରା ଯେତେ ଯେତେ ଶୀର୍ଷସ୍ଥାନକୁ ଯାଉଛି, ଅନ୍ଧବିଶ୍ୱାସ ତଥା ପାରମ୍ପରିକ କଳା କୌଶଳ ବା କଳାଯାଦୁ ଉପରେ ବିଶ୍ୱାସ ମଧ୍ୟ ସେତିକି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ଆସାମର ମେୟଙ୍ଗ ନାମକ ଏକ ଗାଁ’ର ମନ୍ତ୍ରତନ୍ତ୍ର ତଥା କଳାଯାଦୁ…

ଚନ୍ଦକା ଟ୍ରେଲ୍ ଜରିଆରେ ପ୍ରକୃତି ସହ ପୁନଃ ସମ୍ପର୍କ ସ୍ଥାପନ

ଭୁବନେଶ୍ୱର: ଦକ୍ଷିଣରେ ଦୟା ନଦୀ ଓ ପୂର୍ବରେ କୁଆଖାଇ ନଦୀ ଦ୍ୱାରା ପରିବେଷ୍ଟିତ ଭୁବନେଶ୍ୱରରେ ଅତୁଳନୀୟ ସମୃୃଦ୍ଧ ଜୈବ ବିବିଧତା ରହିଛି, ଯେଉଁଥିରୁ ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ନନ୍ଦନକାନନ ଜୀବବିଜ୍ଞାନ ପାର୍କ ହେଉଛି ସଫଳତମ ସଂରକ୍ଷଣ କାହାଣୀର ଭିନ୍ନ ସ୍ଥଳ । ଅତି ଯତ୍ନର ସହିତ…

ଓଡିଶାର ହକି ଖେଳାଳିଙ୍କୁ ନେଇ ‘ହକି ହୈ ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ଜନଜାତି ହକି ଖେଳାଳି ମାନଙ୍କ ଉପରେ ପୁସ୍ତକ ‘ହକି ହୈ ଜିନ୍ଦେଗୀ’ ପୁସ୍ତକକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଠ କ୍ରୀଡା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପି ପରିଶ୍ରମ ଆଧାରରେ…

ବିଦେଶ ଗସ୍ତ ବାବଦକୁ କେତେ ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ମୋଦି ଦେଶର ଶାସନଭାର ଗ୍ରହଣ କରିବାର ସାଢ଼େ ଚାରି ବର୍ଷ ମଧ୍ୟରେ ପ୍ରାୟ ୮୪ଟି ବିଦେଶ ଗସ୍ତ ବାବଦକୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ଏହି ତଥ୍ୟ…

ବିବାହ ବନ୍ଧନରେ ଛନ୍ଦି ହେଲେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ଓ ପାରୁପଲ୍ଲୀ କଶ୍ୟପ

ନୂଆଦିଲ୍ଲୀ : ବିବାହ ବଦ୍ଧନରେ ଆବଦ୍ଧ ହେଲେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ । ମୁମ୍ବାଇ ଠାରେ ଶୁକ୍ରବାର ଦିନ ବଡ ଧୂମଧାମର ସହ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅନେକ ଦିନର ପ୍ରତିକ୍ଷା ପରେ ଏହି ଦୁଇ ପ୍ରେମୀ ଡ଼ିସେମ୍ବର ୧୪ ତଥା ଆଜି…