ବଲାଙ୍ଗୀର: ଦୋକାନରେ ଅଗ୍ନିକାଣ୍ଡ ଘଟି ମାଲିକ ଜୀବନ୍ତ ଦଗ୍ଧ
ବଲାଙ୍ଗୀର : ବଲାଙ୍ଗୀର ସହରର ପିପି ଏକାଡେମୀ ଛକ ନିକଟସ୍ଥ ଏକ ଦୋକାନରେ ନିଆଁ ଲାଗିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ।
ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାଁ ସୁରଜ କ୍ଷେତି (୨୭) ଏବଂ ତାଙ୍କ ଘର ମାଲପଡ଼ା ବୋଲି ଜଣାପଡିଛି । ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ…