ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’
ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି ।
ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା…