ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ କବଜା କଲା ବିରାଟ ବାହିନୀ
ଥିରୁବନନ୍ତପୁରମ୍ : କେରଳର ଥିରୁବନନ୍ତପୁରମ୍ ସ୍ଥିତ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ସିରିଜ ଉପରେ କବଜା କରିଛନ୍ତି ।
ଏହି ୫ଦିନିଆ ଶୃଙ୍ଖଳାକୁ ୩-୧ରେ ବାଜିମାତ କରିଛି ଭାରତୀୟ ଦଳ । ଆଜିର ମ୍ୟାଚରେ ଟସ୍…