Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଥାନଲ ଜୈବ-ପରିଶୋଧନଗାରର ଭିତିପ୍ରସ୍ତର ସ୍ଥାପନ କରିବେ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଦ୍ୱାରା ବରଗଡ ଜିଲ୍ଲାର ଭାଟିଲି ତହସିଲ୍ ଅର୍ନ୍ତଗତ ବଉଳସିଂହା ଗ୍ରାମରେ ହେବାକୁ ଥିବା ୨ ଜି ଇଥାନଲ…

ପୋଲିସ ଭାଙ୍ଗିଲେ ନିୟମ, ଶ୍ରୀମନ୍ଦିର ଭିତରେ ନେଲେ ସେଲ୍ଫି

ପୁରୀ: ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଜଣେ ପୋଲିସ ଅଫିସର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସି-ବିଚ୍ ପୋଲିସ ଷ୍ଟେସନର ଦିଲ୍ଲିପ ପଣ୍ଡା ନାମକ ଜଣେ ସବ-ଇନିସପେକ୍ଟର…

ଭୁବନେଶ୍ୱର ଏୟାରପୋର୍ଟରେ ୧୭୦ ଗ୍ରାମ ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି । ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୧୭୦ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୫.୫୨ ଲକ୍ଷରୁ ଅଧିକ ହେବା ନେଇ ଜଣାପଡିଛି ।…

ଆଜି ‘ଭାରତୀୟ ବାୟୁସେନା’ର ୮୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…

ପୁଣି ରାଜଧାନୀରେ ଗୁଳିକାଣ୍ଡ, ଆଖିବୁଜା ଗୁଳି ଚଳାଇ ୪ ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜଧାନୀରେ ଗୁଳିକାଣ୍ଡ ପରି ଘଟଣା ଭୁବନେଶ୍ୱରବାସୀଙ୍କୁ ଆତଙ୍କିତ କରିପକାଇଛି । ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଛକରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି । ପୋଲିସ ସୂତ୍ରରୁ ଜଣାପଡ଼ିଛି,…

୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ରାଜ୍ୟକୁ ଲଘୁଚାପ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ଓଡ଼ିଶାରେ ୧୧ ଓ ୧୨ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହାର…

ଆଜି ପବିତ୍ର ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ପିତୃପୁରୁଷଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ମହାନ ହିନ୍ଦୁ ସଂସ୍କୃତିରେ ମହାଳୟାରେ ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଯେହେତୁ ପିତୃପୁରୁଷଙ୍କ ଲାଗି ଏହି ତିଥିର ମହତ୍ୱ ରହିଛି ତେଣୁ କେତେକ ସ୍ଥାନରେ ଏହି ଦିବସଟିକୁ ପିତୃପର୍ବ ମଧ୍ୟ କୁହାଯିବାର ଦେଖାଯାଇଥାଏ ।…

ଉଜ୍ଜ୍ୱଳା ମହାଦୁର୍ନୀତିରୁ ନଜର ହଟାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ: ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତିରୁ ନଜର ଏଡାଇବା ପାଇଁ ଆଜି ଏକ ବିଫଳ ପ୍ରୟାସ କରିଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ବିଜେଡ଼ି ମୁଖପାତ୍ର ଡ଼ ସସ୍ମିତ ପାତ୍ର ମଧ୍ୟ କହିଛନ୍ତି, ଭିଡିଓ କନଫରେନ୍ସି…

ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ସ୍ମୃତି ଇରାନୀ କହିଛନ୍ତି, ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି କି ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାଙ୍କ ବିକାଶର ସ୍ଥିତି…

କୋରାପୁଟରେ ପୋଲିସ-ମାଓବାଦୀ ଗୁଳି ବିନିମୟ

କୋରାପୁଟ: କୋରାପୁଟ ଜିଲ୍ଲାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକର ଘଞ୍ଚ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଛି । ଗଣମାଧ୍ୟମକୁ ସୂଚନା ଦେଇ କୋରାପୁଟ ଏସପି କେ ଭି ସିଂହ…