ଫେରିଲେ ଦୂତି ଚାନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ପୁରସ୍କାର ଦେଲେ
ଭୁବନେଶ୍ୱର : ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ । ଓଡ଼ିଆ ଝିଅ ଦୂତି ଚାନ୍ଦ ଓଡ଼ିଶାର ଚାନ୍ଦ ହୋଇ ସବୁ ଓଡ଼ିଆଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ । ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଭାରତ ଲାଗି ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶାକୁ ଫେରିବା ପରେ ଦୂତି…