କନ୍ଧମାଳ: ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଇନିପଡା ସାହିରେ ଜଣେ ମହିଳାଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ମୃତ ମହିଳାଙ୍କ ନାମ ରଙ୍ଗବତୀ ବେହେରା (୫୫) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଘର ଠାରୁ ପ୍ରାୟ ୧୫ମି. ଦୂରରେ ରଙ୍ଗବତୀଙ୍କ ଶବ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।…