ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଆବଶ୍ଯକ: ଦିଲ୍ଲୀ ହାଇକୋର୍ଟ ମୁଖ୍ଯ ବିଚାରପତି
ନୂଆଦିଲ୍ଲୀ: ମହିଳାମାନଙ୍କୁ ପୂଜା ଅପେକ୍ଷା ଅଧିକ ସମ୍ମାନ ଆବଶ୍ୟକ। ସେମାନଙ୍କୁ ସମ୍ମାନ ଦିଆଯିବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ କହିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ…