Latest Odisha News

BREAKING NEWS

ଆସନ୍ତାକାଲି ମହିଳାମାନେ ଘରେ ଜାଳନ୍ତୁ ସୁଭଦ୍ରା ଦୀପ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ…

ଡନ ୩ ଉପରେ ସଙ୍କଟ

ମୁମ୍ବାଇ: ଡନ ୩ ଫିଲ୍ମ ଘୋଷଣା ହେବା ପରଠାରୁ କିଛି ନା କିଛି ସଙ୍କଟ ଲାଗି ରହୁଛି । ଫଳରେ ଫିଲ୍ମର ଶୁଟିଂ ବାରମ୍ବାର ଘୁଂଚିଛି । ୨୦୨୩ରେ ରଣବୀର ସିଂଙ୍କ ସହ ଫରହାନ ଅଖତାର ଏହି ଫିଲ୍ମର ଘୋଷଣା କରିଥିଲେ । ତାଜା ରିପୋର୍ଟ ଅନୁସାରେ ଫିଲ୍ମର ମୂଖ୍ୟ ଅଭିନେତ୍ରୀ କିୟାରା ଆଡଭାନୀ ମାଆ ହେବାକୁ…

ବାହା ହେବେ ଅନୁଭବ ଜାଗୃତି !

ଭୁବନେଶ୍ଵର: ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । 'ଆଇ ଲଭ ୟୁ' ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବ ଓ…

ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ବର: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ…

୨୫ ବର୍ଷ ପରେ ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଉଭୟ ଦଳ ଗ୍ରୁପ ପର୍ଯ୍ୟାୟ ଏବଂ ସେମିଫାଇନାଲରେ ଭଲ ପ୍ରଦର୍ଶନ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ୨୫ ବର୍ଷ ପରେ ଏହି ଦୁଇ ଟିମ ଆଇସିସିର ସୀମିତ ଓଭର ମୁକାବିଲାର…

ନନ୍ଦା ଏବଂ ନନ୍ଦିନୀଙ୍କ ସହ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ଗୃହ ପ୍ରବେଶ କରିଛନ୍ତି…

ଆସିଲା ମାଟ୍ରିକ୍ ରେଜଲ୍ଟ ଡେଟ୍: ଏହିଦିନ ବାହାରିବ…

ଭୁବନେଶ୍ବର: ଆଜି ଶେଷ ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ…

ବ୍ରିଟେନରେ ଜୟଶଙ୍କରଙ୍କୁ ଖଲିସ୍ତାନୀଙ୍କ ବିରୋଧ: ଚିରିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବିରୋଧ । ଖଲିସ୍ତାନୀ ସମର୍ଥକମାନେ ଜୟଶଙ୍କର ଯୋଗ ଦେବାକୁ ଥିବା ଏକ ଆଲୋଚନା ସମୟରେ ଜୋରଦାର ପ୍ରତିବାଦ କରିଥିଲେ । ଖଲିସ୍ତାନୀ ଉଗ୍ରବାଦୀଙ୍କ ଏକ ଗୋଷ୍ଠୀ ଲଣ୍ଡନରେ ଜୟଶଙ୍କରଙ୍କ ଗସ୍ତକୁ ବାଧା ଦେବାକୁ ଚେଷ୍ଟା କରିଥିଲେ,…

ନୂତନ ଶିକ୍ଷାନୀତି ୨୦୨୦: ଏପ୍ରିଲ ୨ରେ ହେବ ଖଡିଛୁଆଁ, ରାଜ୍ୟରେ ଆରମ୍ଭ ହେବ ‘ଶିଶୁ ବାଟିକା’

ଭୁବନେଶ୍ୱର: ଏପ୍ରିଲ ୨ରେ ହେବ ଖଡିଛୁଆଁ । ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଶିଶୁ ବାଟିକା’। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଜାତୀୟ…

ମନ୍ଦିରରୁ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବାଲେଶ୍ବର: ମନ୍ଦିରରୁ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ । ବାଲିଆପାଳରେ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଠାକୁରଙ୍କ ହୁଣ୍ଡି ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ବାଲେଶ୍ଵର…