Latest Odisha News

BREAKING NEWS

ହସ୍ପିଟାଲରେ କେମିତି ଆବେଦନ କରିବେ ଆୟୁଷ୍ମାନ ଯୋଜନା? ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଭାବେ ପଛୁଆ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ଆଣୁଛନ୍ତି। ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗରିବୀ ସୀମାରେଖା ତଳେ ଅଛନ୍ତି। ସେମାନଙ୍କର ଆର୍ଥିକ ସମସ୍ୟା ଯୋଗୁ ଗମ୍ଭୀର ରୋଗ ହେଲେ ଠିକ ଭାବେ ଚିକିତ୍ସା କରାଇ ପାରୁନାହାନ୍ତି। ଆଉ ଏଥିପାଇଁ…

୫୫ ଟଙ୍କାରୁ ୫୫ ହଜାର, ୭୮ ବର୍ଷରେ କେତେ ବଦଳିଛି ସାଲାରୀ ଷ୍ଟ୍ରକଚର….

ନୂଆଦିଲ୍ଲୀ : ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ପ୍ରାୟ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କର ଲାଭ ହେବ। ଆଗକୁ ଏହାର ଏକ କମିଟି ଗଠନ ହେବ ଓ ଆଗାମୀ ପ୍ରକ୍ରିୟା ପ୍ରସ୍ତୁତ କରାଯିବ। ଏହାପରେ ସରକାରୀ କର୍ମଚାରୀଙ୍କ…

ଦିନକୁ ଗୋଟିଏ ସିଗାରେଟ ବି ଜୀବନ କମାଇ ଦେବ, ତାଜୁବ କଲା ବୈଜ୍ଞାନିକଙ୍କ ଖୁଲାସା

ଭୁବନେଶ୍ୱର: ସିଗାରେଟ ଧୂଆଁକୁ ଶୋଷି ପକାଉଥିବା ଲୋକଙ୍କ ପାଇଁ ଏ ଖବର ଖୁବ ଗୁରୁତ୍ୱପୂର୍ଣ୍ଣ। କିଛି କ୍ଷଣ ଫୁଙ୍କି ଦେଇ ଯେଉଁ ଆନନ୍ଦ ମିଳେ, ସେଥିରେ ଯେ ଜୀବନ ଅଣନିଶ୍ୱାସୀ ହୋଇଯାଉଛି ସେ କଥା କାହା ମୁଣ୍ଡରେ ପଶୁନି। ଟିକେ ଟେନସନ୍ ହୋଇଗରେ ସିଗାରେଟ, କାମ ଅଧିକ ବଢ଼ିଗଲେ ସିଗାରେଟ ଆଉ ଖୁସି…

ନାଗା ସାଧୁ ହେବା ପାଇଁ କ’ଣ ରହିଛି କଠିନ ପରୀକ୍ଷା? ଆସନ୍ତୁ ଜାଣିବା…

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଏଠାରେ ଦେଖିବାକୁ ମିଳୁଛି ଭକ୍ତ ଶ୍ରାଦ୍ଧହଲୁ ଓ ଅନେକ ସାଧୁ ସନ୍ଥଙ୍କ ଭିଡ। ଅନେକ ସାଧୁ ସନ୍ଥଙ୍କ ଭିତରେ ବାରି ହୋଇ ପଡ଼ୁଛନ୍ତି ନାଗା ସାଧୁ। ସେମାନଙ୍କ ଜୀବନ ଶୈଳୀ ଅତ୍ୟନ୍ତ କଠିନ ହୋଇଥିବା ଶୁଣଇବାକୁ ମିଳେ। ହିନ୍ଦୁ ଧର୍ମରେ ନାଗା…

ରାଜଧାନୀରୁ ତଡ଼ିପାର ହେଲେ ୧୧ ଶହରୁ ଅଧିକ ଅଭ୍ୟାସଗତ ଅପରାଧୀ, ଅଜ୍ଞାତ ସ୍ଥାନକୁ ନେଇଗଲା ପୋଲିସ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ପୋଲିସର ବଡ଼ ଆକ୍ସନ। ଦେଶର ରାଜଧାନୀରେ ୧,୧୦୦ରୁ ଅଧିକ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରିଛି ପୋଲିସ। ଏମାନଙ୍କୁ ନିର୍ବାଚନ ସରିବା ଯାଏ ଏକ ଅଜ୍ଞାତ ସ୍ଥାନକୁ ନିଆ ଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବିରଷ୍ଠ…

ଦିଲ୍ଲୀ ରାଜନୀତିରେ ହିଂସା ? ଆତିଶୀ ଆଣିଲେ ସାଂଘାତିକ ଅଭିଯୋଗ, ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ଗାଡ଼ି ଉପରେ ବିଜେପି ପ୍ରାର୍ଥୀ ପରଭେଶ ବର୍ମାଙ୍କ ସମର୍ଥକ ଆକ୍ରମଣ କରିଥିବା ଫଟୋ ସହ ପ୍ରମାଣ ଦେଖାଇଲା ଆପ୍। ଆଉ ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ପରଭେଶ ବର୍ମା । ଶନିବାର ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ନିଜ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ ଆପ୍…

ଇସ୍ରାଏଲ ହମାସ ଯୁଦ୍ଧ ନେଲା ନୂଆ ମୋଡ଼, ପୁଣି ଜୋରଦାର ହେଲା ଆକ୍ରମଣ

ନୂଆଦିଲ୍ଲୀ: ବିଳମ୍ବ ହେଲା ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଯୁଦ୍ଧବିରତି । ହାମାସ୍ ସଠିକ ବନ୍ଧକ ତାଲିକା ପ୍ରଦାନରେ ବିଳମ୍ବ କରିବାରୁ ଯୁଦ୍ଧବିରତି ମଧ୍ୟ ବିଳମ୍ବ ହୋଇଛି । ସେପଟେ ଗାଜାରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲୀ ସେନା । ଯେଉଁଥିରେ ୮ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ…

ଭାରତୀୟ ମହିଳା ଟିମ ଜିତିଲା ଖୋ ଖୋ ବିଶ୍ୱକପ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଖୋ ଖୋ ମହିଳା ବିଶ୍ୱକପରେ ଭାରତ ଚାମ୍ପିୟନ ହୋଇଛି । ଭାରତର ଏହା ପ୍ରଥମ ଟାଇଟଲ ରବିବାର ଖେଳା ଯାଇଥିବା ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ଟର୍ଣ୍ଣ ୧ ସୁଦ୍ଧା ଭାରତ ୩୪-୦ର ଅଗ୍ରଣୀ ରହି ବିପକ୍ଷ ଟିମକୁ…

ସହିଦ ଜବାର, ପ୍ରତ୍ୟାଶା ପାଇଲେ ଓସଜା ବାର୍ଷିକ ପୁରସ୍କାର

ଭୁବନେଶ୍ବର: ‘ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମ।ଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣା ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସଂପର୍କ ବହୁ ପୁରୁଣା । କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ…

ବିଗବସ୍ ୧୮; ସୁଟିଂ ନକରି ସେଟରୁ କାହିଁକି ପଳାଇଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବିନା ସୁଟିଂରେ ସେଟରୁ ପଳାଇଲେ ଅକ୍ଷୟ କୁମାର।ରିଆଲିଟି ସୋ 'ବିଗ୍ ବସ୍ ୧୮' ସେଟରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ସ୍କାଏ ଫୋର୍ସ'ର ପ୍ରମୋସନ ସୁଟିଂ କରିଥାନ୍ତେ। କିନ୍ତୁ ସେ ସୁଟିଂ ନକରି ସେଟ୍ ରୁ ଫେରି ଯାଇଥିଲେ ତେବେ ଏହା ପଛରେ କାରଣ ସଲମାନ ଖାନ ବୋଲି କୁହାଯାଉଛି।…