ବାରବାଟୀରେ ଟିକେଟ ପାଇଁ ଅସମ୍ଭାଳ ଭିଡ଼, ବେହୋସ ହେଲେ ଯୁବକ
କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ । ଏନେଇ ଟିକେଟ କିଣିବା ପାଇଁ କାଉଣ୍ଟର ବାହାରେ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଠେଲାପେଲା କାରଣରୁ କିଛି ଲୋକ ଅସୁସ୍ଥ ହୋଇପଡିଥିବାବେଳେ ଜଣେ ଯୁବକ ବେହୋସ ହୋଇପଡିଥିବା ଖବର…