Latest Odisha News

BREAKING NEWS

ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ବାହାରୁଛି ପୁଳା ପୁଳା ଟଙ୍କା

ମାଲକାନଗିରି: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥନାରେ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଏହା ବ୍ୟତୀତ ଉକ୍ତ ପ୍ରକଳ୍ପର ଅନ୍ୟ ୩ କର୍ମଚାରୀ ଅମୀୟ…

ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ମଧ୍ୟ ମିଳିବ ଭରଣ ପୋଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ଭରଣପୋଷଣ ଖର୍ଚ୍ଚ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି । ଆଜି ତେଲଙ୍ଗାନାର ଏକ ମାମଲାରେ ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ, ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ, ତେବେ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବାକୁ…

ତୁମ ବାପାଙ୍କ ସହ କାମ କରିଛି, ପାଟି ବନ୍ଦ କରିକି ବସ; କାହିଁକି ଚିହିଁକିଲେ ଖଡଗେ… 

ନୂଆଦିଲ୍ଲୀ: ବୁଧବାର ସଂସଦରେ ଭାଷଣ ସମୟରେ ବିଜେପି ସାଂସଦଙ୍କ ବ୍ୟବହାରରେ ରାଗିଯାଇଥିଲେ। ଏପରିକି ତାଙ୍କୁ ତାଙ୍କ 'ପିତା'ଙ୍କ କକଥା ମଧ୍ଯ ମନେ ପକାଇଦେଇଥିଲେ। ଏହାକୁ ନେଇ ଗୃହରେ ବହୁତ ହଟ୍ଟଗୋଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବାଚସ୍ପତି ଜଗଦୀପ ଧନଖଡ଼ ଉଭୟ ପକ୍ଷକୁ ଶାନ୍ତ କରାଇଥିଲେ।…

ହଟିଲା ଦ୍ବନ୍ଦ୍ବ: ଅନେକ ବିବାଦ ପରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ସନାତନୀ’

କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ' । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।…

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ୨ ଛାତ୍ର

ଭୁବନେଶ୍ବର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ବୁଧବାର ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାରରେ ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬…

ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର, ସଚିବମାନଙ୍କୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ଏଣିକି ସମସ୍ତ ଜିଲ୍ଲା ବୁଲି ଆହାର ଖାଇବେ ଆଇଏଏସ୍ ଅଫିସର। ଏପରି ନିର୍ଦ୍ଦେଶ ପାଇଛନ୍ତି ସଚିବ। ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ ଆଇଏଏସ୍ ଅଫିସର। ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ। ସ୍କୁଲରେ ମଧ୍ୟାହ୍ନଭୋଜନ ହେଉ ଅବା ଆହାର…

କେନ୍ଦ୍ର ସରକାରଙ୍କ ନିଷ୍ପତି, ବନ୍ଦ ହେବ ଚାଟଜିପିଟି, ଡିପସିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ବନ୍ଦ ହେବ ଚାଟଜିପିଟି ଓ ଡିପସିକ୍‌ । ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଗୋପନୀୟତା ନଷ୍ଟ ହେଉଥିବା ଅଭିଯୋଗରେ ଏହି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର। ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର କରି କେନ୍ଦ୍ର କର୍ମଚାରୀମାନେ ସହଜରେ କାମ…

ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଓ୍ବାଶିଂଟନ:ଡଜନ ,ଦୁଇ ଡଜନ ନୁହେଁ ଚୋରି ହୋଇଗଲା ଲକ୍ଷେ ଅଣ୍ଡା । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶରେ ପାଖାପାଖି ଏକ ଲକ୍ଷ ଅଣ୍ଡା ଚୋରି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ଚୋରି ହୋଇଥିବା ଅଣ୍ଡାର ମୂଲ୍ୟ ୪୦ ହଜାର ଡଲାର ହେବ। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା…

ପୋଡିହୋଇ ବେଙ୍ଗାଲୁରୁରେ ୫ ଓଡିଆ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗ୍ୟାସ୍ ନିଆଁରେ ପୋଡ଼ି ହୋଇ ୫ ଦାଦନ ଶ୍ରମିକ ଗୁରୁତର । ଏହି ଅଘଟଣ ଘଟିଛି ବେଙ୍ଗାଲୁରୁରେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରିଛନ୍ତି । ଗୁରୁତର ଶ୍ରମିକମାନେ ହେଲେ ରୁନା ସାହୁ, ସନ୍ତୋଷ ବେହେରା, ପବିତ୍ର ସେଠୀ, ବିପିନ ସେଠୀ ଓ ସାରଥୀ ସେଠୀ ।…

ମହାକାଶ ଅପେକ୍ଷା ସମୁଦ୍ର କାହିଁକି ଏତେ ରହସ୍ୟମୟ? ଜାଣନ୍ତୁ ଗଭୀରତାକୁ ନେଇ କଣ କୁହନ୍ତି ବିଶେଷଜ୍ଞ

ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ନିରନ୍ତର ପ୍ରଗତି କରୁଛନ୍ତି। କେବଳ ଏତିକି ନୁହେଁ, ବୈଜ୍ଞାନିକମାନେ ମହାକାଶ ଗ୍ରହଗୁଡ଼ିକରେ କଲୋନୀ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ ସମୁଦ୍ର ତଳେ ଅନୁସନ୍ଧାନ କରିବାରେ ବିଫଳ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏହା ପଛର କାରଣ…