Latest Odisha News

BREAKING NEWS

ଖୁସି ଖବର: ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଥିବା ବେଳେ ମୋଟର ସାଇକେଲ୍‌…

ଦୁଇ ଦିନିଆ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ୧୩ରେ ଟ୍ରମ୍ପଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୪ ତାରିଖ ଯାଏଁ ରହିବେ । ଏହି ଗସ୍ତ ସମୟରେ ସେ ୧୩ ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ…

ପ୍ରଥମେ ଲାଲକିଲ୍ଲାର ରଙ୍ଗ କିପରି ଥିଲା, କିଏ ବଦଳାଇଥିଲା ଏହାର ରଙ୍ଗ,,,

ନୂଆଦିଲ୍ଲୀ: ମୋଗଲ ସମୟରେ ନିର୍ମିତ ଦିଲ୍ଲୀର ଲାଲକିଲ୍ଲା ଆଜି ଭାରତ ପାଇଁ ଗର୍ବ ଏବଂ ଗୌରବ । ପ୍ରତିବର୍ଷ ୧୫ ଅଗଷ୍ଟରେ, ଭାରତର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରନ୍ତି, ଯାହାର ବାର୍ତ୍ତା ସମଗ୍ର ଦେଶ ଏବଂ ବିଶ୍ୱରେ ପହଞ୍ଚେ। ତେବେ ଆମେ ସବୁବେଳେ ଏହି ଲାଲକିଲ୍ଲାକୁ…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ। ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡ଼ିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ବୁଡୁ।…

ରଣଜୀ ଟ୍ରଫି: କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସାମିଲ ହେଲେ ସୂର୍ଯ୍ୟକୁମାର, ଦୁବେ

ମୁମ୍ବାଇ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣଜୀ ମ୍ୟାଚରେ ଖେଳିବେ । ହରିୟାଣା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସୂର୍ଯ୍ୟକୁମାର ଓ ଶିବମ ଦୁବେଙ୍କୁ ସାମିଲ କରାଯାଇଛି । ଫେବୃୟାରୀ ୮ରୁ ଏହି ମ୍ୟାଚ ଆରମ୍ଭ ହେବ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ…

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ସମ୍ବଲପୁର: ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ । ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ କରିବା ସିବିଆଇ । ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରଫେସର ବୁଲୁ ମହାରଣା ।…

ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍ ଘଟଣା; ପୁରୀରୁ ଧରାହେଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ୍ କରିବା ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ମଙ୍ଗଳବାର ପୁରୀର ବଳିଆପଣ୍ଡା ଅଞ୍ଚଳରୁ ଗିରଫ କରାଯାଇଛି। ଉକ୍ତ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କାଡିଆ ଗ୍ରାମର ରିତେଶ ସିସୋଦିଆ (୨୦) ବୋଲି ଜଣାପଡିଛି।…

ଲାଲ୍ ବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା

ମାଲକାନଗିରି: ପୁଣି ରକ୍ତମୁଖା ହୋଇ ଉଠିଲାଣି ଲାଲବାହିନୀ । ଦିନ କୁ ଦିନ ଗୋଟେ ପରେ ଗୋଟେ ଭିଆଉଛି ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତରେମ ଥାନା…

‘କନ୍ନପ୍ପା’ରେ ପ୍ରଭାସଙ୍କ ରୁଦ୍ର ଅବତାର… 

ଚେନ୍ନାଇ: ରୁଦ୍ର ଅବତାରରେ ସାଉଥ ଅଭିନେତା ପ୍ରଭାସ। ଦର୍ଶକଙ୍କୁ ତାଙ୍କ ଲୁକ୍ ମଧ୍ଯ ଖୁବ୍ ପସନ୍ଦ ଆସିଛି। ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'କନ୍ନପ୍ପା' ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ସେ। ଯେଉଁଥିରେ ସେ ରୁଦ୍ର ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କର ଲୁକ୍ ବହୁତ ଭିନ୍ନ…

ବିୟର କ୍ୟାନରେ ଫସିଯାଇଥିଲା ଢମଣା ସାପର ମୁଣ୍ଡ, ଆଉ ତାପରେ…

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ…