Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ପାଇଁ ଇତିହାସ ରଚିଲେ ର‌୍ୟାନ ରିକେଲଟନ

କେପଟାଉନ: ଦକ୍ଷିଣ ଆଫ୍ରିକାର ର‌୍ୟାନ ରିକେଲଟନ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିଛନ୍ତି । ର‌୍ୟାନ ୨୬୬ ବଲରେ ଦ୍ୱିଶତକ ହାସଲ କରିଛନ୍ତି । ୨୦୦୮ ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ଦ୍ରୁତ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୨୦୦୮ରେ ଗ୍ରେମ ସ୍ମିଥ ବାଂଲାଦେଶ…

ମାଛ ରାନ୍ଧିବା ପରେ ମାଛ ବାସନା ଘରୁ ଯାଉନି? ଆପଣାନ୍ତୁ ଏହି ସହଜ ଉପାୟ ..

ଭୁବନେଶ୍ବର: ଆପଣ ମାଛ ଖାଇବାକୁ ଭଲ ପାଆନ୍ତି କି? ତାହେଲେ ଘରେ ମାଛ ରାନ୍ଧୁଥିବେ, ମାତ୍ର ମାଛ ରାନ୍ଧିବା ପରେ ତାର ବାସନା ଘରୁ ଯାଉନାହିଁ ଶୀଘ୍ର ସେଥିପାଇଁ ଟେନସନ ନେଉଛନ୍ତି କି । ତେବେ ଟେନସନ ନିଅନ୍ତୁ ନାହିଁ । କାରଣ ଆମେ ଆପଣଙ୍କୁ ସହଜ ଟିପ୍ସ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ…

ମହାକାଶରେ ଗଜା ହେଲା ଝୁଡଙ୍ଗ ମଞ୍ଜି

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଡିସେମ୍ବର ୩୦ରେ ଶ୍ରୀହରିକୋଟାରେ ସ୍ପାଡେକ୍ସ ଅର୍ଥାତ୍ ସ୍ପେସ୍ ଡକିଂ ଏକ୍ସପରିମେଣ୍ଟ ମିଶନ୍ ଆରମ୍ଭ କରାଯାଇଥିଲା। ଯାହା ମାଧ୍ୟମରେ ପୃଥିବୀଠାରୁ ୪୭୦ କିଲୋମିଟର ଦୂରରେ PSLV-C60 ରକେଟରୁ ଦୁଇଟି ସ୍ପେଶକ୍ରାଫ୍ଟ ନିୟୋଜିତ କରାଯାଇଛି। ଏହା ସହିତ POEM-4 (PSLV…

୨୦୨୫ରେ ଜନ୍ମିତ ପିଲାଙ୍କୁ କୁହାଯିବ ‘ଜେନେରେସନ ବିଟା’

ନୂଆଦିଲ୍ଲୀ: ଜାନୁଆରୀ ୧,୨୦୨୫ରୁ ଯେଉଁମାନେ ଜନ୍ମ ହେବେ ସେମାନଙ୍କୁ ବିଟା ଜେନେରେସନ କୁହାଯିବ । ଏହାପୂର୍ବରୁ Gen Y,Z ଏବଂ ଆଲଫା ଜେନେରେସ ଥିଲା । ସାମାଜିକ ରିସର୍ଚ୍ଚର ମାର୍କ ମ୍ୟାକକ୍ରାଇଣ୍ଡଲ୍ କହିଛନ୍ତି ଯେ, ଆଲ୍ଫା ଜେନେରେସନ ସ୍ମାର୍ଟ ଟେକ୍ନୋଲୋଜି ଆସୁଥିବାର ଦେଖିଲା । ଏଆଇକୁ ବଝିଲା…

ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କଲେ ଚହଲ-ଧନଶ୍ରୀ, ଜୋର ଧରିଲା ଛାଡପତ୍ର ଗୂଜବ

ମୁମ୍ବାଇ: ଭାରତର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ଖବର ପୂନର୍ବାର ଜୋର ଧରିଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏବଂ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଟାଇମ୍ସ ଇଣ୍ଡିଆ ସ୍ପଷ୍ଟ ଭାବେ ଉଲ୍ଲେଖ…

ପୁରୀରେ ବେଆଇନ୍ ନିର୍ମାଣ ଉପରେ ଲାଗିବ ରୋକ; ଗଠନ ହେଲା ୨୪ ଜଣିଆ ସ୍କ୍ୱାର୍ଡ

ପୁରୀ: ପୁରୀ ସହରରେ ଓ ସମୁଦ୍ରକୂଳରେ ଦିନକୁ ଦିନ ବଢିଚାଲିଥିବା ବେଆଇନ୍ ନିର୍ମାଣ ଉପରେ ଏବେ ରୋକ ଲାଗିବ । ସେନେଇ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବେଆଇନ୍ ନିର୍ମାଣ ରୋକିବାକୁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ରେ ୨୪ ଜଣ…

ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ ବ୍ୟକ୍ତିଗତ ସଚିବ ନିଯୁକ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ସାହୁ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ ସାହୁଙ୍କୁ ନିଯୁକ୍ତି ମିଳିଛି । ଇଣ୍ଟର କ୍ୟାଡର ଡେପୁଟେସନରେ…

ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ଼: ବିଦ୍ୟୁତ କର୍ମଚାରୀ ମୃତ, ୨ ଗୁରୁତର

ଯାଜପୁର: ଲୁଟ୍‌ ପାଇଁ ପିଛା କରୁଥିଲେ ଦୁର୍ବୃତ୍ତ। ତେବେ ଏହି ସମୟରେ ରାସ୍ତାରେ ଦୁର୍ବୃତ୍ତଙ୍କ ବାଇକ୍‌କୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଏଥିରେ ଉତ୍‌କ୍ଷିତ ହୋଇ ଅଫିସ୍‌ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ଏହାପରେ ସେମାନେ ପିଛା କରୁଥବା ସୁନା…

ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ

ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଜାଣିଥିବେ ଏହି ମକର ସଂକ୍ରାନ୍ତିରେ ଗୁଡି ଉଡାଯାଏ ।…

ସୋସିଆଲ ମିଡିଆରୁ ପିଲାଙ୍କ ଲଗ୍-ଆଉଟ୍ !

ନୂଆଦିଲ୍ଲୀ: ବାପା ମାଆଙ୍କ ଅନୁମତି ବିନା ପିଲା ଚଲାଇ ପାରିବେନି ସୋସିଆଲ୍ ମିଡିଆ । ୧୮ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା ଆଣିବାକୁ ଯାଉଛନ୍ତି ସରକାର । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନ୍ ଆକ୍ଟ -୨୦୨୫ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ…