ଦାନ୍ତ ବିନ୍ଧୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର
ଭୁବନେଶ୍ବର: ଦାନ୍ତବିନ୍ଧିଲେ ବହୁଥ କଷ୍ଟ ଅନୁଭବ ହୋଇଥାଏ । ଦାନ୍ତ ସଂକ୍ରମଣ,ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତ ଉଠୁଥିଲେ ଦାନ୍ତ ଯନ୍ତ୍ରଣା ହୋଇଥାଏ । ତେବେ କିଛି ଏପରି ଘରୋଇ ଉପଚାର ରହିଛି ଯାହାଦ୍ବାରା ଆପଣଙ୍କୁ କଷ୍ଟରୁ ମୁକ୍ତି ମିଳିବ ।
- ଦାନ୍ତବିନ୍ଧିଲେ ଲବଙ୍ଗ ତେଲ ବ୍ୟବହାର ସମସ୍ତେ…