ମାଣ୍ଡିପଙ୍କା ପରେ କଣାସ !
ଭୁବନେଶ୍ବର: ପୁରୀ ଜିଲ୍ଲା କଣାସରେ ଝାଡାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୦ଦିନ ଧରି ବିଭିନ୍ନ ପଞ୍ଚାୟତର ପ୍ରାୟ ୨୫୦ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେବି ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ହେଲେ ସରକାର ଲୋକଙ୍କ ସହ ନଥିବା ବିଜେଡି ଅଭିଯୋଗ କରିଛି ।…