ଏବେ ହ୍ଵାଟସ୍ଆପରେ କରନ୍ତୁ ଗ୍ୟାସ୍ ବୁକିଂ, ଜାଣନ୍ତୁ କିପରି
ଭୁବନେଶ୍ଵର: ସାଧାରଣତଃ ଆମେ ମାନେ ହ୍ଵାଟସ୍ଆପରେ ପ୍ରିୟଜନଙ୍କ ସହ ଚାଟିଂ କରିଥାଉ । ଏହା ସାହାର୍ଯ୍ୟରେ ଫଟୋ, ଭିଡିଓ, ଏବଂ ଅନ୍ୟାନ୍ୟ ଜରୁରୀ ଦସ୍ତାବିଜ ମଧ୍ୟ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ସହଜରେ ପଠାଇଥାଉ । ଏପରିକି ଦ୍ଵାଟସ୍ଆପ ମଧ୍ୟମରେ ଅଡିଓ କଲ୍, ଭିଡିଓ କଲ୍ ଏପରିକି ଟଙ୍କା ନେଣଦେଣ…