Latest Odisha News

BREAKING NEWS

ସରିଲା ଲାଲୁଙ୍କ ଯୁଗ, ତେଜସ୍ୱୀ ଯାଦବ ଆରଜେଡିର ନୂଆ ମୁଖିଆ

ନୂଆଦିଲ୍ଲୀ: ବିହାର ରାଜନୀତିରେ ସରିଲା ଲାଲୁଙ୍କ ଯୁଗ । ଏବେ ବାପାଙ୍କ ବଦଳରେ ଆରଜେଡି ଦାୟିତ୍ୱ ସମ୍ଭାଳିବେ ପୁଅ ତେଜସ୍ବୀ ଯାଦବ। ଏନେଇ ଆଜି ଆରଜେଡି ଜାତୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ତେଜସ୍ବୀ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସଭାପତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦରେ…

ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ। ଛତିଶଗଡରେ ଲଗାତାର ଅପରେସନ ଜାରି ରହିଛି। ଏଥିଯୋଗୁଁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ ଛାଡି ମାଓବାଦୀମାନେ ପୋଲିସ ନିକଟରେ…

୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ବେଶ ସହାୟକ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ…

କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧.୪୨ କୋଟି ଋଣ ଠକେଇ, ମହିଳା ସୁପରଭାଇଜର ଗିରଫ

ବ୍ରହ୍ମପୁର: ଦିନକୁ ଦିନ ଠକକ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଆସିକା ପରେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନ ବିଜିପୁର ସମବାୟ ବ୍ୟାଙ୍କ୍ ଶାଖାରେ ୧ କୋଟି ୪୨ ଲକ୍ଷ ଟଙ୍କାର ଋଣ ଘୋଟାଲା ହୋଇଥିବା ଖବର ସାମ୍ନାକୁ ଆସିଛି। ସଂପୃକ୍ତ ମାମଲାରେ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ…

ସମ୍ବିଧାନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ଓ ଆରଏସଏସ: ରାହୁଲ

ପାଟନା : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶନିବାର ମୋଦୀ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିହାର ରାଜଧାନୀ ପାଟନାରେ ସମ୍ବିଧାନ ସୁରକ୍ଷା ସମ୍ମେଳନକୁ ସମ୍ବୋଧିତ କରି ଶାସକ ବିଜେପିରେ ବିଧାୟକ ଓ ସାଂସଦମାନଙ୍କର କୌଣସି କ୍ଷମତା ନାହିଁ ବୋଲି କହିଛନ୍ତି। ସେ ସମ୍ବିଧାନକୁ ନେଇ ଆରଏସଏସକୁ…

୭୦୦ ପାଲେଷ୍ଟାଇନଙ୍କୁ ଛାଡିବ ଇସ୍ରାଏଲ୍, ଜାରି କଲା ତାଲିକା

ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ମଧ୍ଯରେ ଆସିଛି ବଡ଼ ଖବର। ଗାଜାରେ ହମାସ ସହିତ ସଂଘର୍ଷ ବନ୍ଦ କରିବା ପାଇଁ ୭୦୦ରୁ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଯେଉଁମାନଙ୍କୁ ଚୁକ୍ତି ଅନୁଯାୟୀ ରିଲିଜ କରାଯିବ ବୋଲି ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ…

ନାଲି ଗାଜର ଭଲ ନା କମଳା ରଙ୍ଗ ଗାଜର!

ଭୁବନେଶ୍ବର:ଶୀତ ଦିନରେ ଗାଜର ଉତ୍ପାଦନ ଅଧିକ ହୋଇଥାଏ । ଏହି ଗାଜର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ହାଟରେ ଦୁଇ ପ୍ରକାରର ଗାଜର ଦେଖିଥିବେ । ନାଲି ଗାଜର ଏବଂ କମଳା ରଙ୍ଗର ଗାଜର । ଉଭୟଙ୍କର ସ୍ୱାଦ,ରଙ୍ଗ ଏବଂ ପୋଷକତ୍ତ୍ବରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଗାଜର ଭଲ । ନାଲି…

ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି

ମୁମ୍ବାଇ: ସୁଟିଂ ସେଟରେ ଆହତ ହେଲେ ଅର୍ଜୁନ କପୁର ଓ ଜ୍ୟାକି ଭଗନାନି। ଅର୍ଜୁନ କପୁର ତାଙ୍କର ଆଗାମୀ ଫିଲ୍ମ  'ମେରେ ହସବ୍ୟାଣ୍ଡ କି ବିବି ' ର ସୁଟିଂ କରୁଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। 'ମେରେ ହସବ୍ୟାଣ୍ଡ କି ବିବି' ସେଟରେ ଏକ ଗୀତ ସୁଟିଂ ଚାଲିଥିବା ବେଳେ ହଠାତ୍ ଛାତ…

ରେଲୱେ ଷ୍ଟେସନରୁ ଧରା ହେଲା ଆଉ ଜଣେ ସନ୍ଦିଗ୍ଧ , ସୈଫ ଆକ୍ରମଣ ଘଟଣାର ଖୋଲୁଛି ଗୁମର

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଅଭିଯୁକ୍ତ ଅଟକ ।ଛତିଶଗଡ଼ରେ ତାକୁ ଅଟକ ରଖିଛି RPF। ସନ୍ଦିଗ୍ଧ ହେଲା ୩୧ ବର୍ଷୀୟ ଆକାଶ କୈଳାଶ କନୋଜିଆ ବୋଲି ଜଣାପଡ଼ିଛି । ଦୁର୍ଗ ରେଲୱେ ଷ୍ଟେସନରେ ଏବେ ରେଳ ସୁରକ୍ଷା ବଳ କଷ୍ଟୋଡିରେ ଅଛି ସେ ।…

ବାଥରୁମରେ କାହିଁକି ଅଧିକ ବ୍ରେନ୍ ଷ୍ଟ୍ରୋକ ହୁଏ?

ଭୁବନେଶ୍ବର: ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ କାଳକାଳରୁ ପରମ୍ପରା ରହିଛି ପ୍ରଥମେ ପାଦରେ, ପରେ ଅଣ୍ଟା, ଏହାପରେ ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢଳାଯାଏ । ବୈଜ୍ଞାନିକ ଦୃଷ୍ଟି କୋଣରେ, ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିବା ଦ୍ୱାରା ରକ୍ତ…