Latest Odisha News

BREAKING NEWS

ଆଲୋଭେରା ଜେଲ ଏପରି ଘରେ ବନାନ୍ତୁ..

ଭୁବନେଶ୍ବର: ସାଧାରଣତଃ ଲୋକମାନେ ବଜାରରୁ ଆଲୋଭେରା ଜେଲ କିଣିଥାନ୍ତି । ଏଥିରେ ଏପରି କିଛି କେମିକାଲ ଥାଏ ଯାହା ଧୀରେ ଧୀରେ ତ୍ବଚା ଓ କେଶକୁ ଖରାପ କରିପାରେ । ତେବେ ଆପଣ ନିଜେ ଅତି ସହଜରେ ଆଲୋଭେରା ଜେଲ ପ୍ରସ୍ତୁତ କରିପାରିବେ । ତାହାବି ଫ୍ରେସ୍ । ଏଥିପାଇଁ ଆଲୋଭେରା, ଭିଟାମିନ୍ ସି ଓ…

ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପକ୍ଷୀଙ୍କ ପ୍ରଜାତି

ଖୋର୍ଦ୍ଧା: ଗତବର୍ଷ ତୁଳନାରେ ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍‌ ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ…

ଏପରି କରନ୍ତୁ ଲିଭର ଡିଟକ୍ସ..

ଭୁବନେଶ୍ବର:ଆଜିକାଲିର ଆଧୁନିକ ଜୀବନଶୈଳୀ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଦେଖାଯାଉଛି । କମ୍ ଶାରିରୀକ ପରିଶ୍ରମ ଆମେ କରୁଛୁ ତେଣୁ ଏହି ସମସ୍ୟା ବଢିବାରେ ଲାଗିଛି। ଅତିରିକ୍ତ ଫ୍ୟାଟ ଲିଭରରେ ଜମା ହେଉଛି ଓ ପରେ ଗମ୍ଭୀର ରୋଗର କାରଣ ପାଲଟୁଛି । ତେବେ ସୁସ୍ଥ ଯକୃତ ପାଇଁ ଏହି ଉପାୟ ଆପଣାନ୍ତୁ..…

ଦିଲ୍ଲୀ ନିର୍ବାଚନ: କେତେ ମହିଳାଙ୍କୁ ମିଳିଛି ଟିକେଟ ? ସବୁ ଦଳ ଫେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଫୋକସରେ ମହିଳା । ଏମାନଙ୍କ ଭୋଟ ହାତେଇବାକୁ ତିନି ଦଳ ଆଣିଛନ୍ତି ବମ୍ପର ସ୍କିମ୍। ହେଲେ ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜଧାନୀରେ ଏଯାଏଁ ଯେତେ ଥର ନିର୍ବାଚନ ହୋଇଛି, କେବେ ବି ମହିଳା ବିଧାୟକଙ୍କ ସଂଖ୍ୟା ଦ୍ବି-ଅଙ୍କରେ ପହଞ୍ଚିନି ।…

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କ୍ୟାନ୍ସର ଭଳି ନିଜକୁ ଖାଉଛି… 

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଆସୁଛି କିନ୍ତୁ ଏହି ଆତଙ୍କବାଦ ପାକିସ୍ତାନକୁ କର୍କଟ ରୋଗ ଭଳି ଗ୍ରାସ କରିବା ଆରମ୍ଭ କରିସାରିଲାଣି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର…

କର୍ଣ୍ଣାଟକ ୫ମ ଥର ପାଇଁ ଜିତିଲା ବିଜୟ ହଜାରେ ଟ୍ରଫି

ଭଦୋଦରା: ଏଠାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ କର୍ଣ୍ଣାଟକ ୩୬ ରନରେ ବିଦର୍ଭକୁ ହରାଇ ଚାମ୍ପିୟନ ହୋଇଛି । କର୍ଣ୍ଣାଟକର ଏହା ୫ମ ବିଜୟ ହଜାରେ ଟ୍ରଫି । ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ୬ ୱିକେଟ ବିନିମୟରେ ୩୪୮ ରନ କରିଥିଲା । ଜବାବରେ ବିଦର୍ଭ କଡା ସଂଘର୍ଷ କରି…

କୋରାପୁଟ ବନଖଣ୍ଡରେ ୯୭୯ ବିଦେଶୀ ପକ୍ଷୀ ଚିହ୍ନଟ

କୋରାପୁଟ: କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା । ୬ଟି ରେଞ୍ଜର ୨୫ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲେ । ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ପ୍ରକାର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ଏହି ପକ୍ଷୀ ଗଣନାରେ ୬ଟି ରେଞ୍ଜ ର ରେଞ୍ଜର,ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଏକାଠି ହେବେ ଏହି ୪ ଦେଶ

ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀରେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣର ପରଦିନ ଅର୍ଥାତ ୨୧ ଜାନୁଆରୀରେ କ୍ୱାଡ ଦେଶର ବୈଦେଶକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ୱାଶିଂଟନ ଡିସିରେ ହେବାକୁ…

ଗିଲ ହେବେ କି ଟିମ ଇଣ୍ଡିଆର ପରବର୍ତୀ ଅଧିନାୟକ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରାଯାଇଛି । ଖରାପ ଫର୍ମ ସତ୍ୱେ ଗିଲ ଏହି ଦାୟିତ୍ୱ ଦିଆଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ହାତଗଣତି ସିରିଜ ପରେ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ସହ ଅବସର ନେଇପାରନ୍ତି । ତାଙ୍କ ପରେ…

ଶିବଲିଙ୍ଗଙ୍କୁ ସ୍ନେହରେ ଆଲିଙ୍ଗନ କରୁଛି ବଣୁଆ ଭାଲୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଏହି ଭିଡିଓ ଛତିଶଗଡର ଚଣ୍ଡି ମାତା ମନ୍ଦିରର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛୁ ଯେ, ଏକ ବଣୁଆ ଭାଲୁ ଶିବଲିଙ୍ଗଙ୍କୁ ଅତି ସ୍ନେହରେ ଆଲିଙ୍ଗନ କରୁଛି | ଏହି ଦୃଶ୍ୟ ଲୋକଙ୍କ ହୃଦୟ…