ଫେଲ୍ ମାରିଲା କଙ୍ଗନାଙ୍କ ‘ଏମରଜେନ୍ସି’: ୨ ଦିନରେ କଲା ମାତ୍ର ଏତିକି ରୋଜଗାର…
ମୁମ୍ବାଇ: ରିଲିଜ୍ ହୋଇଯାଇଛି କଙ୍ଗନାଙ୍କ ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ୭୦ ଦଶକରେ ଯେଉଁ ଜରୁରୀକାଳୀନ ପରସ୍ଥିତି ସୃଷ୍ଟି ହୋଇଥିଲା, ତାକୁ ନେଇ ପୂରା ସିନେମା । ଆଉ ସେତେବେଳେ ପୂରା ଭାରତରେ ଏମରଜେନ୍ସି ଲଗାଇବାରେ ସଫଳ…