Latest Odisha News

BREAKING NEWS

କୁଆଡେ ଗଲା ପୁରୁଣା ୫ ଟଙ୍କିଆ କଏନ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ମୁଦ୍ରା ନୀତିର ସଂଚାଳନ କରିଥାଏ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)। ଏହି ନୀତି ଅନୁସାରେ ଦେଶରେ ହୋଇଥାଏ ମୁଦ୍ରା ବା କଏନର ଉତ୍ପାଦନ ଓ ପ୍ରଚାଳନ। କେନ୍ଦ୍ର ସରକାରଙ୍କ ଅନୁମତିରେ ଏହି କାମ କରିଥାଏ ଆରବିଆଇ । ୫ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇପାରେ। ଏହାକୁ ନେଇ ସୋସିଆଲ…

ହ୍ୱାଟ୍ସଆପ୍‌ରେ ଆପଣ ମଧ୍ୟ କରନ୍ତି କି ଏହି କାମ! ହୋଇପାରେ ଜେଲ୍‌

ନୂଆଦିଲ୍ଲୀ: ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଟ ମେସେଜିଙ୍ଗ୍‌ ପ୍ଲାର୍ଟଫର୍ମ ହେଉଛି ହ୍ୱାଟ୍ସଆପ୍‌ । ନିଜର ଦୈନନ୍ଦିନ ଜୀବନରେ ଲୋକେ ବହୁତ ମାତ୍ରାରେ ମେସେଜ ଆପ୍ ହ୍ୱାଟ୍ସଆପ୍‌ ବ୍ୟବହାର କରନ୍ତି। ଏଥିରେ ଆପଣ ଫଟୋ, ଭିଡିଓ, ଭିଡିଓ କଲ୍‌, ମେସେଜ ସହ ଅନ୍ୟାନ୍ୟ…

ଆପ ବିନା ଲାଭରେ କଂଗ୍ରେସ !

ନୂଆଦିଲ୍ଲୀ: ଏକାଠି ନୁହେଁ, ଏକା ଏକା । ଦିଲ୍ଲୀ ବିଧାନସଭା ନିର୍ବାଚନ ଏକା ଏକା ଲଢୁଛନ୍ତି କଂଗ୍ରେସ ଓ ଆପ୍ । ଲୋକସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିଥିବା ବେଳେ ବିଧାନସଭାରେ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୧୩ରୁ ଦିଲ୍ଲୀ ରାଜନୀତିରେ କୋଣଠେସା ହୋଇଥିବା କଂଗ୍ରେସ ପାଇଁ ଏଥର ନିର୍ବାଚନ…

ଫସିଯିବେ କି ପ୍ରମିଳା ମଲ୍ଲିକ?

ଭୁବନେଶ୍ବର: ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡି ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗ । ସମ୍ବଲପୁର, ଦିଲ୍ଲୀରେ ଚଢାଉ । ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଡଧରଣର ରେଡ୍…

ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍ ମଧ୍ୟରେ ପାର୍ଥକ୍ୟ କଣ?

ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତର ରେଳପଥ ଦେଇ ଯାତ୍ରା କରନ୍ତି। ସୁଲଭ ଟିକେଟ୍ ମଧ୍ୟ ଭାରତର ରେଳପଥ ଦେଇ ଦୀର୍ଘ ଦୂରତା ଯାତ୍ରା କରିବାର କାରଣ। କେବଳ ଏତିକି ନୁହେଁ, ଆମେରିକା, ଚୀନ୍ ଏବଂ ଋଷ ପରେ ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଅଟେ। କିନ୍ତୁ ରେଳବାଇରେ ଯାତ୍ରା…

ଚଳନ୍ତା ଟ୍ରେନ ଛାତରେ ରିଲ୍ସ କଲେ ବ୍ଲଗର; ନାପସନ୍ଦ କଲେ ୟୁଜର୍ସ

ନୂଆଦିଲ୍ଲୀ: ରିଲ୍ସ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଯୁବପିଢି। ଜଣେ ବ୍ୟକ୍ତି ହାଇ ସ୍ପିଡ୍ ଟ୍ରେନ ଉପରେ ଠିଆ ହୋଇ ରିଲ୍ସ ବନାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବ୍ୟକ୍ତି ଜଣକ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଚଳନ୍ତା ଟ୍ରେନ ଉପରେ ଚଢିଥିବା ନଜର…

ଭାରି ପଡିପାରେ ୬ ଘଣ୍ଟାରୁ କମ୍ ନିଦ, ୨୦୫୦ ବେଳକୁ ଏମିତି ହୋଇଯିବ ଅବସ୍ଥା…

ଭୁବନେଶ୍ବର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଏବେ ମଣିଷକୁ ଶାନ୍ତିରେ ଟିକିଏ ନିଶ୍ବାସ ନେବା ବି କଷ୍ଟକର ହୋଇପଡିଛି । ଖାଇବା, ପିଇବା ଏବଂ ଶୋଇବା ସବୁ କିଛିକୁ ବାଜିରେ ଲଗେଇ ସମୟ ସହ ତାଳ ଦେଇ ଦୌଡିବାରେ ବ୍ୟସ୍ତ ମଣିଷ । ହେଲେ କ’ଣ ଆପଣ ଜାଣନ୍ତି ସବୁ ଆପଣଙ୍କ ଶରୀର ପର୍ଯ୍ୟପ୍ତ ପରିମାଣର ନିଦ…

ସାହିତ୍ୟିକ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ ପୁସ୍ତକ 'ଭୂତି ଭକ୍ତି ବିଭୂତି' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ସେ 'ପ୍ରବନ୍ଧ' ବର୍ଗରେ ଏହି ପୁରସ୍କାର ଜିତିଛନ୍ତି। 'ଭୂତି ଭକ୍ତି ବିଭୂତି'କୁ ସାମଲଙ୍କ ଏକ ଉଚ୍ଚ…

ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ, ଘୋଷଣା କଲେ ସରକାର…

ଭୋପାଳ: ଜାନୁଆରୀ ପହିଲାରୁ ବଦଳିବ ବ୍ୟାଙ୍କ ସମୟ । ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟରେ ପରିବର୍ତ୍ତନ ହେବାକୁ ଯାଉଛି । ୧ ଜାନୁଆରୀ ୨୦୨୫ରେ ସବୁ ବ୍ୟାଙ୍କ ଗୋଟିଏ ସମୟରେ ଖୋଲିବ ଆଉ ଗୋଟିଏ ସମୟରେ ବନ୍ଦ ହେବ । ଆଉ ଏମିତି କିଛି ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ମଧ୍ୟପ୍ରଦେଶ…

ଦୀପଭୀରଙ୍କ ଝିଅ ଦୁଆର ଫଟୋ ଭାଇରାଲ!

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମେ ପ୍ରେଗନେନ୍ସି ଖବର ଘୋଷଣା କରି ସମସ୍ତଙ୍କ ସହ ଖୁସି ବାଣ୍ଟିଥିଲେ । ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ବଡ ସରପ୍ରାଇଜ ଥିଲା । ଦୀପିକାଙ୍କ ପ୍ରେଗନେନ୍ସିର ଯାତ୍ରା ମଧ୍ୟ ଖୁବ୍ ସୁନ୍ଦର ଥିଲା ଏବଂ ସେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର…