Latest Odisha News

BREAKING NEWS

ସୋଲୋ ଟ୍ରାଭେଲ କରିବାକୁ ଭୟ କରୁଛନ୍ତି କି? ଏହି ଟିପ୍ସ ଆପଣଙ୍କ ଚିନ୍ତା ଦୂର କରିବ..

ଭୁବନେଶ୍ବର: ଏକାକୀ ଯାତ୍ରା କରିବା ଏକ ରୋମାଞ୍ଚକର ଅନୁଭୂତି ଆଣିଥାଏ । ଆଜିକାଲି ଯୁବବର୍ଗ ଏକାକୀ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ବାରା ନିଜର ଆତ୍ମବିଶ୍ଵାସ ଏବଂ ଅଭିଜ୍ଞତା ବଢିଥାଏ । କିନ୍ତୁ ପ୍ରଥମ ଥର ପାଇଁ ଏକାକୀ ଯାତ୍ରା କଲେ ଭୟ ଲାଗିଥାଏ । ଆଉ କିଛି ଜଣ ସୋଲୋ ଟ୍ରାଭେଲ…

ବନ୍ଦ ହେବ ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ 

ନୂଆଦିଲ୍ଲୀ: ବନ୍ଦ ହେବ ହିଣ୍ଡେନବର୍ଗ। ଏହି ସର୍ଟ ସେଲିଂ ଫାର୍ମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥାନ୍ ଆଣ୍ଡରସନ୍। ଆଦାନୀ ଗ୍ରୁପ ବିରୋଧରେ ସେୟାର ଜାଲିଆତି ଅଭିଯୋଗ ଆଣିଥିଲା ସଂସ୍ଥା। ଯାହାକୁ ନେଇ ସମଗ୍ର ଦେଶରେ ହଇଚଇ ଖେଳିଯାଇଥିଲା। ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ…

ଜେଲରେ ବିତିବ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ, ମିଳିଲା ୧୪ ବର୍ଷର ଦଣ୍ଡାଦେଶ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବି ମଧ୍ଯ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ…

ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବଡ ଖବର । ଜାନୁଆରୀ ଶେଷ ସୁଦ୍ଧା ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଯାବତ୍ ସୁଭଦ୍ରାରେ ପୁଣି ୧୭ ହଜାର ମହିଳା ସାମିଲ୍ ହୋଇଛନ୍ତି । ଅପ୍‌ଟ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣିଥରେ…

ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର: ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ୧୨ଟାରେ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍ । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ତଦନ୍ତ ପରେ ଏହା ସରକାରୀ ଜମିରେ ଥିବା ଜଣାପଡିଥିଲା । ତେବେ ଗତକାଲି ଆଶ୍ରମ ଭାଙ୍ଗିବାକୁ…

ଟ୍ରାଇସିଟିରେ ସାମିଲ ହେବ ପୁରୀ, ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପୁରୀ ସହରରେ ବେଆଇନ୍…

ଲଞ୍ଚର କିଛି ସମୟ ପରେ ଫାଟିଲା ସ୍ପେସଏକ୍ସର ଷ୍ଟାରସିପ୍

ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି…

କେବେ ପଡ଼ିବ ବସନ୍ତ ପଞ୍ଚମୀ; ଜାଣନ୍ତୁ ଶୁଭ ସମୟ ଓ ପୂଜା ବିଧି

ଭୁବନେଶ୍ଵର: ସନାତନ ଧର୍ମରେ ବସନ୍ତ ପଞ୍ଚମୀର ଖାସ୍ ମହତ୍ବ ରହିଛି। କାରଣ ଏହି ଦିନ ମାତା ସରସ୍ୱତୀ ଅବତରଣ କରିଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ସରସ୍ୱତୀଙ୍କୁ ଜ୍ଞାନ ଏବଂ ଶିକ୍ଷାର ଦେବୀ କୁହାଯାଏ। ତିଥି ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ ଏକାଧିକ ଆହତ

ଅମରାବତୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ମୃତ ଏକାଧିକ ଆହତ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଗଙ୍ଗାସାଗରାମ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଥାନା ଭିତରେ ସୁରକ୍ଷିତ ଅଛନ୍ତି ତ ନାଇଟ୍ ଡ୍ୟୁଟିରେ ଥିବା ମହିଳା କର୍ମଚାରୀ?

ପୁରୀ: ରାତି ଅଧରେ ଥାନାରେ ନାଇଟ୍ ଡ୍ୟୁଟି କରୁଥିବା ମହିଳା କର୍ମଚାରୀଙ୍କ ସହିତ ହେଉଛି ଦୁର୍ବ୍ୟହାର। ଯିଏ ଜନତାଙ୍କୁ ସୁରକ୍ଷା ଯୋଗାଏ ଆଜି ସେ ନିଜ ଅସୁରକ୍ଷିତ। ମହିଳା କର୍ମଚାରୀଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର। ରାତି ଅଧରେ ମହିଳା କର୍ମଚାରୀ ଜଣଙ୍କୁ ଫୋନ୍ କରୁଥିଲେ ଅଧିକାରୀ। ରୁମ୍ କବାଟ…