Latest Odisha News

BREAKING NEWS

ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଭଲ କାମ କରିଥିବାରୁ ତାଙ୍କୁ…

ଭୁବନେଶ୍ଵର: ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା…

ଅମୃତ ଷ୍ଟେସନ ଯୋଜନା: ୧୯ କୋଟି ଟଙ୍କା ବ୍ୟୟରେ ତାଳଚେର ରୋଡ୍ ଷ୍ଟେସନର ପୁନର୍ବିକାଶ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ତାଳଚେର ରୋଡ଼୍ ରେଳ ଷ୍ଟେସନକୁ ପ୍ରାୟ ୧୯ କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଛି । ଯାତ୍ରୀମାନଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ନିକଟସ୍ଥ କୋଇଲା କ୍ଷେତ୍ର, ପାୱାର ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା…

ବାତିଲ ହେଲା କୃଷି ବିଭାଗ ଅଧିକାରୀଙ୍କ ଛୁଟି

ଭୁବନେଶ୍ୱର : ଲ୍ୟାଣ୍ଡଫଲ କରି ସାରିଛି ବାତ୍ୟା ଦାନା । ସ୍ଥିତି ସୁଧାରିବାକୁ ଲାଗି ପଡିଛନ୍ତି ସରକାର।  ବିଦ୍ୟୁତ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଅସୁବିଧାକୁ ଶୀଘ୍ର ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଛି ।…

ନ୍ୟୁଜିଲାଣ୍ଡ ୩୦୧ ରନରେ ଅଗ୍ରଣୀ

ପୁଣେ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନର ଅଗ୍ରଣୀ ହାସଲ କରିନେଇଛି । ହାତରେ ଆଉ ୩ ଦିନ ଖେଳ ବାକିଥିବାରୁ ମ୍ୟାଚର ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତୃତୀ ଦିବସ…

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏହି ତାଲିକାରେ ସାମିଲ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ  ହରାଇ ସରକାର…

‘ପାକିସ୍ତାନ ସହ କେବେ ବି ମିଶିବ ନାହିଁ ଜମ୍ମୁ- କଶ୍ମୀର’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କ ବଢୁଥିବା ଦେଖି ଆଜି ପାକିସ୍ତାନ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲା। ଲଗାତାର ଆତଙ୍କି ଆକ୍ରମଣ ପାଇଁ ପାକିସ୍ଥାନକୁ ଦାୟୀ କରି ପାକିସ୍ତାନ ନିଜ ଉପରେ ଫୋକସ କରୁ ବୋଲି କହିଛନ୍ତି। ଏନେଇ ଅବଦୁଲା…

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍‌କୁ ବଡ଼ ସଫଳତା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ବିରୋଧରେ ପାନ-ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ଅଧିନରେ ସ୍ପେଶାଲ ସେଲକୁ ବଡ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ, ପ୍ୟାନ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ଜଣ…

ପୁନଃ ଆରମ୍ଭ ହେଲା ଯାତ୍ରୀବାହୀ ଟ୍ରେନ୍ ସେବା

ଭୁବନେଶ୍ବର: ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରିକ୍ରିୟା । ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ମଧ୍ୟ ଛାଡି ପାଗ ଅନୁକୁଳ ହେବାରେ ଲାଗିଛି । ଏହାକୁ ନଜରରେ ରଖି ପୂର୍ବରୁ ସୂଚନା ଦିଆଯାଇଥିବା ବାତିଲ ଟ୍ରେନ୍ ଗୁଡିକ ବ୍ୟତୀତ, ଯାତ୍ରୀବାହୀ ଟ୍ରେନ୍ ସେବା ପୁନଃ…

ଆଜି ରାତି ସୁଦ୍ଧା ୯୦% ଘରକୁ ବିଦ୍ୟୁତ ସରବରାହ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ DISCOM ଗୁଡ଼ିକ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ ଉପକରଣ…

ଆଜିର ଦିନରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଲୋକସଭା ନିର୍ବାଚନ ପ୍ରକ୍ରିୟା…

ନୂଆଦିଲ୍ଲୀ: ଆମ ଦେଶ ଭାରତ ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତନ୍ତ୍ରରେ ନିର୍ବାଚନର ଗୁରୁତ୍ୱ ବିଷୟରେ ଆମେ ସମସ୍ତେ ଅବଗତ । ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ପ୍ରକ୍ରିୟା ୨୫ ଅକ୍ଟୋବର ୧୯୫୧ ଅର୍ଥାତ୍ ଆଜିର ଦିନରେ ଆରମ୍ଭ ହୋଇଥିଲା, ଏହି ନିର୍ବାଚନରେ ​​୧୭ କୋଟିରୁ ଅଧିକ…