ଭାରତକୁ ୪୩ ରନରେ ହରାଇଲା ପାକିସ୍ତାନ
ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୪୩ ରନରେ ଭାରତକୁ ହରାଇ ଦେଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୧ ରନ କରିଥିଲା । ଶାହଜେବ ଖାଁ ୧୫୯ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୪୭.୧ ଓଭରରେ…