Latest Odisha News

BREAKING NEWS

ସାମାଜିକ ଓ ଆର୍ଥିକ ସ୍ତରରେ ଉନ୍ନତ ହେବେ ଡ୍ରାଇଭର

ଭୁବନେଶ୍ବର : ନିରବଚ୍ଛିନ୍ନ ଏବଂ ସ୍ଥାୟୀ ସହରୀ ଗତିବିଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଏକ ପରିବର୍ତ୍ତନଶୀଳ ମୋବିଲିଟି ଆପ୍ 'ଓଡ଼ିଶା ଯାତ୍ରୀ' ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହା ଦ୍ବାରା…

ଘର ଉପରେ ଗଛ ପଡ଼ିଛି କି? ଏହି ନମ୍ୱରରେ କଲ୍ କରନ୍ତୁ…. ସଙ୍ଗେ ସଙ୍ଗେ କଟାଯିବ

ଭୁବନେଶ୍ବର: ଧିରେ ଧିରେ ଦୁର୍ବଳ ହେଉଛି ବାତ୍ୟା ଦାନା। କାଲି ମଧ୍ୟ ରାତି ଠାରୁ ତାଣ୍ଡବ ରଚିଥିବା ବେଳେ ଆଜି ସକାଳୁ ଧିରେ ଧିରେ ଶାନ୍ତ ହୋଇ ଗଭୀର ଅବପାତ ରୂପ ନେଉଛି। ବାତ୍ୟା ଦାନା ତାଣ୍ଡବ ରଚିବା ପରେ ଏବେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବାହିନୀ…

ଏଣିକି ପ୍ରଦୂଷଣ ଉପରେ ନଜର ରଖିବ ଡ୍ରୋନ୍, ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା। ବିଶେଷକରି ଶୀତ ଋତୁରେ ଏହି ସମସ୍ୟା ବଢିଯାଏ। ପ୍ରଦୂଷଣକୁ ରୋକିବା ପାଇଁ ଚଳିତ ବର୍ଷ ଦିଲ୍ଲୀ ସରକାର ୨୧ ପଏଣ୍ଟ୍ ଶୀତକାଳୀନ କାର୍ଯ୍ୟ ଯୋଜନା ଜାରି କରିଛନ୍ତି। ଏହା ଅଧୀନରେ ଭୂମିରୁ ଆକାଶ ଯାଏ ପ୍ରଦୂଷଣ ଉପରେ ନଜର ରଖାଯିବ।…

ଦେବଦୂତ ସାଜି ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ଆଶା କର୍ମୀ, ଛୁଟୁଛି ଶୁଭେଚ୍ଛାର ସୁଅ

ରାଜନଗର: ବାତ୍ୟା ‘ଦାନା’ର ପ୍ରକୋପ ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଉଦ୍ୟତ ହେଉଥିବା ବେଳେ ସେବା ମନୋଭାବ ନେଇ ଆଗେଇ ଆସିଥିଲେ ଜଣେ ଆଶାକର୍ମୀ । ବିପଦ ସଙ୍କୁଳଙ୍କ ପାଇଁ ସାଜିଥିଲେ ଦେବଦୂତ। ପବନ, ବର୍ଷାକୁ ଖାତିର ନ କରି ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି…

ବିଧାନସଭା ଲଢେଇରେ ଝାଡଖଣ୍ଡ ବୋହୂ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ଲଢେଇରେ ବୋହୂ । ବହୁ ଜଣାଶୁଣା ରାଜନୈତିକ ବ୍ୟକ୍ତିବିଶେଷଙ୍କ ବୋହୂ ଏଥର ମଇଦାନକୁ ଓହ୍ଲାଇଛନ୍ତି । ପରିବାରର ଗଡ ରକ୍ଷା ଦାୟିତ୍ୱ ରହିଛି ସେମାନଙ୍କ କାନ୍ଧରେ । ବୋହୂଙ୍କୁ ମଇଦାନକୁ ଓହ୍ଲାଇ ବିରୋଧୀଙ୍କ ବିପକ୍ଷରେ ରାଜନୀତିର ଗୋଟି ଚଳାଉଛନ୍ତି ବରିଷ୍ଠ ନେତା । ଆଉ…

‘ରତନ ଟାଟା’ ଏକ ଏମିତି ମଣିଷ: ଭାଇ ତ ଭାଇ ନିଜ ରୋଷେୟା ଏବଂ କୁକୁର ନାଁରେ ରଖିଯାଇଛନ୍ତି କୋଟି କୋଟି…

ମୁମ୍ବାଇ: ମନେ ପଡୁଛନ୍ତି ରତନ ଟାଟା। ଏକ ଏମିତି ମଣିଷ ଯିଏ ବେଜୁବାନଙ୍କ କଥା ବି ବୁଝିପାରୁଥିଲେ। ଭାରତର ଅର୍ଥନୀତିକୁ ଶୀର୍ଷରେ ରଖି ଆଜି ସମସ୍ତଙ୍କୁ ସେ ଛାଡ଼ି ଚାଲିଯାଇଛନ୍ତି। ଆଜି ତାଙ୍କ କଥା ଭାବିଲା ବେଳକୁ ପୁରା ଭାରତର ଅଶ୍ରୁ ଝରୁଛି। ଭାରତ ରତ୍ନ ପାଇନଥିଲେ ସତ ହେଲେ ପଦ୍ମ ପୁରସ୍କୃତ…

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ମାଓବାଦୀ ନିହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନ ବୁଦାନାଇ ଜଙ୍ଗଲରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ । ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା…

ମୋଦି ସରକାରଙ୍କ ଦୀପାବଳି ଭେଟି: ମୁଦ୍ରା ଯୋଜନା ଅଧୀନରେ ମିଳିବ ଡବଲ ଋଣ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଅର୍ଥାତ୍ ଉଦ୍ୟୋଗୀମାନଙ୍କୁ ମୁଦ୍ରା ଯୋଜନା ଅଧୀନରେ ମିଳିବ ଡବଲ ଋଣ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଉପଲବ୍ଧ ଋଣର ସୀମା ଦ୍ୱିଗୁଣିତ ହୋଇଛି। ବର୍ତ୍ତମାନ ଆପଣ…

ବାତ୍ୟାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ବାତ୍ୟାରେ ଯେଉଁ ପରିବାରଙ୍କ ଘର ଭାଙ୍ଗିଯାଇଛି, କିମ୍ବା କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ସରକାର ପକ୍କା ଘର ପାଇଁ ସହାୟତା ପ୍ରଦାନ କରିବେ। ଆଜି ବାତ୍ୟା ପରବର୍ତ୍ତୀ ଆଲୋଚନାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମନ୍ତ୍ରୀ…

ଦିନବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଉଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଲୋକଙ୍କୁ କହିଥିବାର ଶୁଣିଥିବେ ସକାଳେ ଶୀଘ୍ର ଉଠିବାରେ ସମସ୍ୟା ହୋଇଥାଏ। ଦିନରେ ଖାଇବା ପରେ ନିଦ ଆସେ। ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣ ପ୍ରତିଦିନ ଅପରାହ୍ନରେ ଶୋଇବା…