ଘରେ ପଶି ଦୁଇ ଭାଇଙ୍କୁ ହତ୍ୟାକଲା ଦୁର୍ବୃତ୍ତ, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବଦାଉନରେ ଏନକାଉଣ୍ଟର । ଦୁଇ ନାବାଳକଙ୍କୁ ହତ୍ୟା କରିବା ପରେ ଏବେ ପୋଲିସ ଏନକାଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ପୁରୁଣା ବିବାଦକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।
ଖବର ଅନୁସାରେ, ଅଭିଯୁକ୍ତ ସାଜିଦ ଓ ମୃତ ନାବାଳକଙ୍କ ବାପା…