ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାମ ସଙ୍କୀର୍ତ୍ତନ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କୀର୍ତ୍ତନ ଅଥବା ପାର୍ଥନା ଧ୍ୟାନ ଓ ସ୍ତବ ଉଚ୍ଚାରଣ ଦ୍ୱରା କେବଳ ମନ୍ୟୁଷ ନୁହେଁ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଆଦି ପ୍ରାଣୀମାନେ ମଧ୍ୟ ଉଦ୍ଧାର…