Latest Odisha News

BREAKING NEWS

ରାଜଧାନୀରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ସର୍ବୋଚ୍ଚ ଦିନ ତାପମାତ୍ରା ୧୯.୨ ଡ଼ିଗ୍ରୀ

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ରାଜଧାନୀ। ଗତ ୪୮ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହି ସମୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପରିବର୍ତ୍ତେ ପାରା ତଳକୁ ଖସିଛି। ଟୁଇନ ସିଟି ଭୁବନେଶ୍ୱର-କଟକରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ରାଜଧାନୀବାସୀ ଏବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ସମୀକ୍ଷା

ଭୁବନେଶ୍ୱର: ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣ । ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ‘ଭାରତ’ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ । ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି ‘ବୁଥ୍‌ ପରିଚାଳନା’। ପ୍ରତିଟି ବୁଥ୍‌ରେ…

ନବୀନ ବାବୁଙ୍କ ୨୪ ବର୍ଷର ସରକାରରେ ଓଡ଼ିଶା ପାଇଛି କ’ଣ : ଯୁବ କଂଗ୍ରେସ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦିପ ସାମଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋର୍ଦ୍ଧିତ କରି ବିଜୁ ଜନତାଦଳ ସରକାରର ୨୪ ବର୍ଷ ଶାସନ କାଳରେ ଓଡ଼ିଶା ପାଇଛି କ’ଣ…

ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ…

ରାଜନୀତିରେ ଇନ୍ଦିରାଙ୍କର ସେହି ୪ କଳାଦିନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ରହିଯାଇଛି। ଆଜିଠାରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ଦେଶର ଚର୍ଚ୍ଚିତ ନିର୍ବାଚନ ତଥା ଦେଶର ଷଷ୍ଠ ଲୋକସଭା ନିର୍ବାଚନ ବିଷୟରେ ଜାଣିବାକୁ ପ୍ରୟାସ କରିବା। ଯେଉଁ ନିର୍ବାଚନ ୧୯୭୭ରେ ଅନୁଷ୍ଠିତ…

ଆଇପିଏଲ ଉଦଘାଟନୀ ଉତ୍ସବରେ ପ୍ରଦର୍ଶନ କରିବେ ଅକ୍ଷୟ, ଟାଇଗର

ମୁମ୍ବାଇ: ଭାରତରେ ଏବେ ଆଇପିଏଲ ଫିଭର ଧରିବାକୁ ଯାଉଛି । ମାର୍ଚ୍ଚ ୨୨ରୁ ଏହି େ ଲାକପ୍ରିୟ ଲିଗର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯିବ । ଏହାର ଉଦଘାଟନୀ ଉତ୍ସବରେ ବଲିଉଡର ତଡକା ଦେଖିବାକୁ ମିଳିବ । ବଲିଉଡର ନାମୀ ଦାମୀ କଳାକାର ଏଥିରେ ପ୍ରଦର୍ଶନ କରିବେ । ଏଆର ରହେମାନଙ୍କ ସଙ୍ଗୀତରେ ଦର୍ଶକ…

ଝାଡ଼ଖଣ୍ଡ ରାଜନୀତିରେ ତେଜୁଛି ସୋରେନ ପରିବାରର ‘ଫ୍ୟାମିଲି ଡ୍ରାମା’

ରାଞ୍ଚି: ଶିବୁ ସୋରେନଙ୍କ ପରିବାରିକ କନ୍ଦଳ ଏବେ ପଦାରେ ପଡ଼ିଲାଣି। ବଡ଼ ବୋହୂ ସୀତା ସୋରେନଙ୍କ ବିଜେପିରେ ଯୋଗଦାନ ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏବେ ଏକ ଆରୋପ ପ୍ରତ୍ୟାରୋପ ସାମ୍ନାକୁ ଆସିଛି। ସୀତା ବିଜେପିରେ ଯୋଗଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା…

ପାରାଦୀପରେ ଦୁଇଦିନିଆ ଉପକୂଳ ସମରାଭ୍ଯାସ ଆରମ୍ଭ

ପାରାଦୀପ: ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ଯାସ। ମିଳିତ ସମରାଭ୍ଯାସର ନାମ ''ସାଗର କବଚ ୧''। ଏହି ମିଳିତ ସମରାଭ୍ୟାସରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ ଓ ଗୁଇନ୍ଦା ଏଥିରେ ସାମିଲ ହୋଇଥିବା ଜଣାପଡିଛି। ଉପକୂଳ ସହିତ ଜଳପଥରେ…

ରୋଚକ ମୋଡ଼ରେ ନୂଆପଡ଼ା ରାଜନୀତି: ଦୋଛକିରେ ନେତା ଓ କର୍ମୀ

ନୂଆପଡ଼ା: ରାଜନୀତିର ଉଷ୍ମତା ଭିତରେ ନୂଆପଡ଼ା ରାଜନୀତି ଆହୁରି ରୋଚକ ମୋଡ଼ରେ ପହଞ୍ଚିଛି । ମନ୍ତ୍ରୀ ନୂଆପଡା ବିଧାନସଭା ମଣ୍ଡଳୀରୁ ତିନି ଥର ବିଧାୟକ ହୋଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଥିବା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାୟକ କଂଗ୍ରେସ ଛାଡିବା ଓ…

ନବୀନ ନିବାସରେ ଘନ ଘନ ବୈଠକ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ନେଇ ସସ୍ପେନ୍ସ ଜାରି ରହିଛି। ଗତକାଲି ଏହି ମେଣ୍ଟକୁ ନେଇ ବିଜେଡ଼ି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟ ସସ୍ପେନ୍ସକୁ ଆହୁରି ବଢାଇ ଦେଇଛି। ସେପଟେ ଆଜି ଦିନ ତମାମ ନବୀନ ନିବାସରେ ଘନ ଘନ ବୈଠକ ଜାରି ରହିଥିବା ଦେଖିବାକୁ ମିଳିଛି। କୁହାଯାଉଛି କି ଆଗାମୀ…