Latest Odisha News

BREAKING NEWS

୨୦ ପ୍ରତିଶତ ଛଟେଇ କରିବ ପେଟିଏମ

ନୂଆଦିଲ୍ଲୀ: ପେଟିଏମର ମାଲିକ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ଏହାର କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଦେଇପାରେ। ବାର୍ଷିକ ସମୀକ୍ଷାରେ ସେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି। ତେବେ କେତେ ସଂଖ୍ୟାରେ ଛଟେଇ କରାଯିବ ସେନେଇ ପ୍ରକୃତ ତଥ୍ୟ…

ରଣଜୀ ଟ୍ରଫି: ମୁମ୍ବାଇକୁ ୪୨ତମ ଟାଇଟଲ

ନୂଆଦିଲ୍ଲୀ: ୮ ବର୍ଷ ପରେ ମୁମ୍ବାଇ ପୂନର୍ବାର ରଣଜୀ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ୪୨ତମ ଟାଇଟଲ ହାସଲ କରି ଇତିହାସ ରଚିଛି । ମୁମ୍ବାଇ ୫୩୮ ରନର ବିଶାଳ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ରଖିଥିଲା । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ…

ଆଇପିଏଲରେ ଅପମାନଜନକ ଢ଼ଙ୍ଗରେ ବାଦ ପଡିଥିବା ଅଧିନାୟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଷ୍ଟିଭ ସ୍ମିଥ ଉପରେ ଭରୋଷା ରଖିଛି । ଆସନ୍ତୁ ନଜର ପକାଇବେ ଆଇପିଏଲରେ କିଭଳି କେତେକ ଖେଳାଳି ଅପମାନଜନକ…

ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !

ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା । ରାଜ୍ୟ…

ସାମ୍ନାକୁ ଆସିଲା ୨୦୦୨ ଅକ୍ଷରାଧାମ ମନ୍ଦିର ଆକ୍ରମଣର ମାଷ୍ଟରମାଇଣ୍ଡ, ଆମେରିକା ପାଖରେ ମଧ୍ୟ ନଥିଲା ଏହାର ଫଟୋ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ୨୦୦୨ ଅକ୍ଷରାଧାମ ମନ୍ଦିର ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଣି ଦେଲା ଭାରତକୁ ଧମକ । ୨୦୦୨ରେ ଗୁଜରାଟ ଗାନ୍ଧୀନଗରର ଅକ୍ଷରାଧାମ ମନ୍ଦିର ଆକ୍ରମଣ ସମେତ ଅନେକ ବଡ ବଡ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଫରହାତୁଲ୍ଲା ଗୋରୀର ଏକ ଭିଡିଓ ଜାରି କରିଛି ଆଇଏସଆଇ । ଯେଉଁ…

ନିଶାମୁକ୍ତି ସଚେତନତା ବ୍ୟାପକ କରିବ ସାମାଜିକ ସୁରକ୍ଷା ବିଭାଗ, ସହଯୋଗ ପାଇଁ ମିଳିଲା ୧୯ଟି ସଂଗଠନର ସହମତି

ଭୁବନେଶ୍ୱର: ନିଶାମୁକ୍ତି ସଚେତନତା ଅଭିଯାନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସେ୍ୱଚ୍ଛାସେବୀ ସଂଗଠନର ସହଯୋଗ ନେବ । ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ…

ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ କୋବିନ୍ଦ

ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। କମିଟି ସଦସ୍ୟମାନେ ରାଷ୍ଟ୍ରୀୟ ଭବନକୁ ଯାଇ ରିପୋର୍ଟ ଦାଖଲ କରିଥିଲେ। ୱାନ ନେସନ ୱାନ…

ଲୋକସଭା ନିର୍ବାଚନ ପାଇଁ ଆପ୍ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଆଜି ପଞ୍ଜାବର ୧୩ ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ତାଲିକାରେ ୫ ଜଣ ମନ୍ତ୍ରୀଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ଏହାସହ କଂଗ୍ରେସ ଛାଡି ଆମ୍ ଆଦମୀ…

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, ବଢିଲା ୬୬ ପ୍ରତିଶତ ମହଙ୍ଗାଭତ୍ତା

ଭୁବନେଶ୍ବର: ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି କର୍ମଚାରୀ ମାନଙ୍କର ମହଙ୍ଗାଭତ୍ତାରେ ୬୬ …

ଡକାୟତି ଯୋଜନା ପଣ୍ଡ, ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ମାଡିବସିଲା ପୋଲିସ । ଘଟଣାସ୍ଥଳରୁ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ଇନଫୋସିଟି ଥାନା ପୋଲିସ । ସେମାନଙ୍କୁ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଇନଫୋସିଟି ଥାନା…