ବିଲେଇ ପାଇଁ ପୁରା ଦେଶରେ ହାଇଆର୍ଲଟ ଜାରି, ଜାଣନ୍ତୁ କଣ ରହିଛି ଏହାର କାରଣ
ନୂଆଦିଲ୍ଲୀ: ସାଧାରଣ ଏକ ବିଲେଇ ପାଇଁ ଦେଶରେ ହାଇଆର୍ଲଟ ଜାରି । ଜାପାନରେ ଏକ ବିଲେଇପାଇଁ ପୁରା ଦେଶରେ ଏବେ ଆତଙ୍କ ଖେଳିଯାଇଛି । ଏହି ମାମଲା ବର୍ତ୍ତମାନ ଏତେ ଗମ୍ଭୀର ହୋଇଯାଇଛି ଯେ ଏଥିପାଇଁ ଜରୁରୀକାଳିନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ବିଲେଇ ସାଦାରଣ ଲୋକଙ୍କ ଜୀବନ ପ୍ରତି ବିପଦ…