ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ
ଢେଙ୍କାନାଳ :ମହୁମାଛି ଆକ୍ରମଣ ରେ ୧୨ ଛାତ୍ରଛାତ୍ରୀ ଆହତ । ସମର କ୍ୟାମ୍ପକୁ ଏକ ପବ୍ଲକି ସ୍କୁଲ ପିଲା ଆସିଥିବା ବେଳେ ଏହି ଅଘଟଣ ଘଟିଛି। ଛାତ୍ରଛାତ୍ରୀ କାମାକ୍ଷାନଗର ବାଲିଗୋରଡ ସ୍ଥିତ ସାପୁଆ ଡ୍ୟାମ ନିକଟକୁ ଗାଧୋଇବା ପାଇଁ ଆସିଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଆକ୍ରମଣ…