ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭାରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଏବେ ବି ଅସ୍ପଷ୍ଟ ନୀଳଗିରି ଏବଂ କାକଟପୁର
ଭୁବନେଶ୍ୱର: କଂଗ୍ରେସ ୬ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିସହ ସମ୍ବଲପୁର ଏବଂ ବାରିପଦା ବିଧାନସଭା ଆସନର ପ୍ରାର୍ଥୀ ବଦଳାଇଛି।
ଏଆଇସିସି ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନ ପାଇଁ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ…