୩ ଦିନିଆ ଓଡ଼ିଶା ଗସ୍ତରେ ଆପ୍ ନେତା ସୌରଭ ଭରଦ୍ୱାଜ ଓ ବିରେନ୍ଦର ସିଂ, ଆଶାୟୀ ପ୍ରାର୍ଥୀଙ୍କ ସହ କରିବେ ଆଲୋଚନା
ଭୁବନେଶ୍ୱର: ଆମ୍ ଆଦ୍ମୀ ପାର୍ଟିର ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ଯାଣ୍ଟର ବିଧାୟକ ବୀରେନ୍ଦ୍ର…