ସଂସଦରେ ସରକାର ଶ୍ବେତପତ୍ର ଜାରି କରିବା ପୂର୍ବରୁ ବିରୋଧୀ କଂଗ୍ରେସ ଜାରି କଲା ‘ବ୍ଲାକ ପେପର’
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ 'ଶ୍ୱେତପତ୍ର' ଏପର୍ଯ୍ୟନ୍ତ ପ୍ରକାଶ ପାଇନଥିବା ବେଳେ ଅର୍ଥନୀତିରେ ବିଫଳ ହେବା ସହ ବେକାରୀ, ଦରବୃଦ୍ଧି ଓ କୃଷକଙ୍କ ଦୁର୍ଦ୍ଦଶା ପ୍ରସଙ୍ଗକୁ ଅଣଦେଖା କରୁଥିବା ଅଭିଯୋଗ କରିଛି କଂଗ୍ରେସ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀରେ ଏକ ସାମ୍ବାଦିକ…