ଏହି ଦିନଠାରୁ ବନ୍ଦ ହୋଇଯିବ କଲ୍ ଫରୱାର୍ଡିଂ ସେବା, ସରକାର ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଏପ୍ରିଲ ୧୫ ତାରିଖଠାରୁ ଦେଶରେ ବନ୍ଦ ହୋଇଯିବ ୟୁଏସଏସଡି(USSD) କୋଡ୍ ମାଧ୍ୟମରେ କଲ୍ ଫରୱାର୍ଡ ସୁବିଧା। ଅନଲାଇନ୍ ତଥା ନକଲି କଲ୍ ମାଧ୍ୟମରେ ଜାଲିଆତି ବନ୍ଦ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଅନ୍ଲାଇନ୍ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ…