ମଣିପୁରରେ ହିଂସା: ପୁଲିସକର୍ମୀଙ୍କୁ ଅପହରଣ ରୋଜାଲିନ୍ ମିଶ୍ର manipur-violence-tension-rises-again-government-called-indian-army-officer-kidnapped
ଜାହାଜରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ; ୫ ବିଦେଶୀ ନାଗରିକ ଗିରଫ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମିଳିତ ଭାବେ ଏହି ଅପରେସନ୍ କରିଥିଲେ । ବିଭିନ୍ନ ପ୍ରକାରର ୩୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଏହି…
ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସମ୍ବାଦ ବ୍ୟୁରୋ ପୁରୀ: ପୁରୀରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ କ୍ରୀଡ଼ା ଛାତ୍ରାବାସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଏହି…
ଭାଷା ଭାଗବତ : ସୂର୍ଯ ଶକ୍ତି-ଘର ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି…
ମାଲିରେ ମର୍ମନ୍ତୁଦ ଦୁର୍ଘଟଣା; ୩୧ ମୃତ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତକ ପଶ୍ଚିମ ଆଫ୍ରିକା ଅଞ୍ଚଳ ମାଲିୟନର ବୋଲି ସୂଚନା ମିଳିଛି । ଗତକାଲି ଅପରାହ୍ନ ୫ ଟାରେ ମାଲିର ପଶ୍ଚିମ ସହର କେନିବା ନିକଟରେ…
ଥମୁନି ଏନଏସି ଦାବି ନିଆଁ; ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ ଓଡ଼ିଶା ସମ୍ବାଦ ବ୍ୟୁରୋ ସମ୍ବଲପୁର/ବାଲେଶ୍ବର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବାମରା ଓ ବାଲେଶ୍ବରର ଖଇରାରେ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ଏଥିରୁ…
ଦେଶର ନୂଆ ଲୋକପାଳ ହେଲେ ଜଷ୍ଟିସ୍ ଏ.ଏମ୍ ଖାନୱିଲକର ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍ ଖାନୱିଲକର । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ…
ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ନେଇ ଟେନସନରେ କି? ଆପଣାନ୍ତୁ ଏସବୁ ଟିପ୍ସ… ଓଡ଼ିଶା ସମ୍ବାଦ ବ୍ୟୁରୋ ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଚାପରେ…
ଘରର ଏହି ଦିଗରେ ରଖନ୍ତୁ ପାଣି ଭର୍ତ୍ତି ମାଟିର ମାଠିଆ, ମିଳିବ ଏହି ସବୁ ଫାଇଦା ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଯଦିଓ ବର୍ତ୍ତମାନ ସମୟରେ ସହରଗୁଡ଼ିକରେ ପାଣିରେ ଭର୍ତ୍ତି ମାଟିପାତ୍ର ଗୁଡ଼ିକ କମ୍ ହୋଇଗଲାଣି, କିନ୍ତୁ ଆଜି ମଧ୍ୟ ଗାଁ ଗୁଡ଼ିକରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ପାଣି ଭର୍ତ୍ତି ମାଟିରେ ନିର୍ମିତ ମାଠିଆ କିମ୍ବା ସୁରେଇ ପାଇବେ । ଯାହାର…
ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି; ଅନାହାରଠୁ ଅଳ୍ପ ଦୂରରେ ଗାଜାବାସୀ ଓଡ଼ିଶା ସମ୍ବାଦ ବ୍ୟୁରୋ ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ ।…