ଭୁବନେଶ୍ୱରରେ ବିଲ୍ ଗେଟସ୍; ମା’ ମଙ୍ଗଳା ବସ୍ତି ବୁଲିଲେ, ସ୍ଥାନୀୟଲୋକଙ୍କ ହାଲଚାଲ ପଚାରି ବୁଝିଲେ
ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ…