ଜାରି ରହିବ ଜ୍ଞାନବ୍ୟାପିରେ ହିନ୍ଦୁମାନଙ୍କ ପୂଜା, ଅନୁମତି କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ
ଆହ୍ଲାବାଦ: ଜ୍ଞାନବାପି ମସ୍ଜିଦ ମାମଲାରେ ମୁସଲିମ୍ ପକ୍ଷର ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ ।…