Latest Odisha News

BREAKING NEWS

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କଲେ ବିଶ୍ଵ ରେକର୍ଡ 

ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କଲେ ବିଶ୍ୱ ରେକର୍ଡ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା…

କାଲିଠୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲିଠାରୁ ତିନି ଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ସ୍ମରଣୀୟ କରିବା ନିମନ୍ତେ କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଅକ୍ଷର ଭୂମିର ଲୋକାର୍ପଣ…

ଚାକିରି ନାଁରେ ଠକେଇ: ବହିଷ୍କୃତ ସେନା କର୍ମଚାରୀ ଗିରଫ 

ବ୍ରହ୍ମପୁର: ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବହିଷ୍କୃତ ସେନା କର୍ମଚାରୀ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଧରାକୋଟ ଥାନା ନନ୍ଦିଘର ଗ୍ରାମର ସନ୍ତୋଷ ସେଠୀ। ଜ​‌ଣେ ମହିଳାଙ୍କୁ ଗୋଲାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ଚାକିରି ଦେବାକୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।…

ଗୋବିନ୍ଦ, ବିପ୍ଲବଙ୍କ ଦୃଢ଼ ବ୍ୟାଟିଂ: ଓଡିଶା ୨୩୦/୪

କଟକ: ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ପଣ୍ଡିଚେରୀ ବିପକ୍ଷରେ ଓଡିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୨୩୦ ରନ ସଂଗ୍ରହ କରିଛି । ୩୨ ବର୍ଷୀୟ ପୋଦ୍ଦାର ୯ ଚୌକା ସହାୟତାରେ ୧୨୯ ବଲରେ ୮୦ ରନ କରି ଅପରାଜିତ ଅଛନ୍ତି । ବିପ୍ଲବ ଅପେକ୍ଷାକୃତ…

୨୯ ଟଙ୍କାରେ ଚାଉଳ ବିକିବେ ସରକାର, ଜାଣନ୍ତୁ କିପରି ଓ କେଉଁଠି ପାଇବେ ଏହି ‘ଭାରତ ରାଇସ’

ନୂଆଦିଲ୍ଲୀ: ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମୋଦୀ ସରକାର ଶୁକ୍ରବାର ଦିନ ଠାରୁ ଭାରତ ରାଇସ ଆରମ୍ଭ କରିଛନ୍ତି। ସରକାର କହିଛନ୍ତି ଯେ ଏହା ସାମଗ୍ରିକ ଖାଦ୍ୟ ଦରବୃଦ୍ଧି ପରିଚାଳନା କରିବାରେ ସାହାଯ୍ୟ କରିବ ଏବଂ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିବ। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗ…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ 

ୱାଶିଂଟନ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଛାତ୍ର ଶ୍ରେୟାସ ରେଡ୍ଡୀ ବେନିଗେରି । ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଓହିଓର ଲିଣ୍ଡର ସ୍କୁଲ ଅଫ ବିଜନେସରେ ପାଠ ପଢ଼ୁଥିଲେ । ଶ୍ରେୟାସଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା…

ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ପୁନମଙ୍କ ମୃତ୍ୟୁ ଖବର

ମୁମ୍ବାଇ: ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅକାଳ ବିୟୋଗ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ଓ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି । ତାଙ୍କ ମ୍ୟାନେଜର ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ଖବରର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇପାରୁ ନାହିଁ । ମୂଖ୍ୟତଃ ପୁନମଙ୍କ ଶବ ଏ ପର୍ଯ୍ୟନ୍ତ…

କର୍କଟ ରୋଗରେ ଯାଇଛି ଏହି ସବୁ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ଆକସ୍ମିକ ଦେହାନ୍ତରେ ବଲିଉଡ଼ ଜଗତରେ ଶୋକ ଖେଳିଯାଇଛି। ଗର୍ଭାଶୟ କର୍କଟ କାରଣରୁ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, କର୍କଟ ରୋଗରେ ଅନେକ କଳାକାରଙ୍କ ଜୀବନ ହାନୀ ଘଟିଛି। ଆସନ୍ତୁ ଜାଣିବା କେଉଁ ମାନେ କର୍କଟରେ ଜୀବନ…

ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ କନିଷ୍ଠ ଯନ୍ତ୍ରୀ ହେଲେ ଭବାନୀଶଙ୍କର ମହନ୍ତ। ଗତକାଲି ଭବାନୀଶଙ୍କର ଅଫିସ ଯାଇ ଘରକୁ ଫେରିନଥିଲେ। ଆଜି ସକାଳ ୧୦ଟା ସମୟରେ କେନାଲରେ ତାଙ୍କର ମୃତ ଦେହ…

ଯଶସ୍ୱୀଙ୍କ ଆକର୍ଷଣୀୟ ଶତକ: ଭାରତ ୩୩୬/୬

ବିଶାଖପଟନମ: ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଦିବସରେ ୬ ୱିକେଟ ବିନିମୟରେ ୩୩୬ ରନ ସଂଗ୍ରହ କରିଛି । ଯଶସ୍ୱୀଙ୍କ ଏହା ଦ୍ୱିତୀୟ ଟେଷ୍ଟ ଶତକ । ସେ ୧୭୯ ଓ ରବିଚନ୍ଦ୍ରନ ଅଶ୍ୱୀନ ୫ ରନ କରି…