Latest Odisha News

BREAKING NEWS

ଚାଲି ଚାଲି ଥକି ପଡିବାରୁ ଆମ୍ବୁଲାନ୍ସକୁ କଲ୍ କରି ଲିଫ୍ଟ ମାଗିଲେ ମଦ୍ୟପ

ହାଇଦ୍ରାବାଦ: ଲୋକ ମଦ ନିଶାରେ ସବୁ କିଛି ଭୁଲି ଯାଆନ୍ତି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ। ଯେଉଁଠିକି ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଆମ୍ବୁଲାନ୍ସ କୁ ଫୋନ କରିଛନ୍ତି। ତାପରେ ତାଙ୍କ କଥା ଶୁଣି ତାଜୁବ୍ ହୋଇଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର। ତେବେ ମଦ୍ୟପ ଜଣକ ହେଲେ…

ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ହରିଣ ଓ ସମ୍ବର ଶିଙ୍ଗ ଜବତ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ । ପୋଲିସ ଓ ବନବିଭାଗକୁ ଚକମା ଦେଇ ଜଙ୍ଗଲ ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି । ତେବେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ୫ ଜଣ ଶିକାରୀକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଏଥି ସହିତ ତାଙ୍କ ନିକଟରୁ…

5T ଅଧ୍ୟକ୍ଷଙ୍କ ଦିନିକିଆ ନୂଆପଡ଼ା ଗସ୍ତ; ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଲେ, ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଲେ

ନୂଆପଡ଼ା: ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତରେ ଆସି ନୂଆପଡା ନ୍ୟାସନାଲ କଲେଜରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହା ସହ ବୋଡେ଼ନ ବ୍ଲକ ବିନପୁର ଠାରେ ପହଂଚି…

ବରିଷ୍ଠ ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଠ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି…

ସଂସଦରେ ଖଡ଼ଗେଙ୍କ ଭାଷଣ ଶୁଣି ହସି ପକାଇଲେ ମୋଦି, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ…

ସରିଗଲା ନୋକିଆ ଯୁଗ, ଏବେ ନୂଆ ନାଁରେ ବିକ୍ରି ହେବ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ଯଦି ଆପଣ ନୋକିଆ ଫୋନ୍ ବ୍ୟବହାର କରୁଛନ୍ତି କିମ୍ବା ଆଗରୁ ବ୍ୟବହାର କରୁଥିଲେ, ତେବେ ଆପଣ ଜାଣିଥିବେ ଯେ ନୋକିଆର ସ୍ମାର୍ଟଫୋନ୍ ଏବଂ ଫିଚର ତିଆରି କରୁଥିବା କମ୍ପାନୀର ନାମ ହେଉଛି HMD ଗ୍ଲୋବାଲ୍ | ଏହି କମ୍ପାନୀ ଏବେ ଏକ ବଡ ନିଷ୍ପତ୍ତି ନେଇଛି, ଯେଉଁ କାରଣରୁ ଉପଭୋକ୍ତାମାନେ…

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ

କଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ପୁଣି ଜଣେ ଜିଲ୍ଲାପାଳ । ଓଏଏସ୍‌ ଅଫିସ୍‌ର  ଅମୃତା ପ୍ରିୟମ୍ବଦା ମିଶ୍ରଙ୍କ ହାତ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍‌ ଅମ୍ରିତ୍ ଋତୁରାଜ୍ । ବୈଦିକ ରିତିନୀତିରେ କଟକର ହୋଟେଲ୍‌ ଆକବରୀରେ ମହା ଆଡମ୍ବର ସହକାରେ ଦୁଇ ଅଧିକାରୀଙ୍କ…

ଭଦ୍ରକରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା: ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଆଜି ବିକ୍ଷୋଭ…

ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ…

ଭାରତରେ ସର୍ବପ୍ରଥମେ କେଉଁଠାରେ ହୋଇଥିଲା ଚର୍ଚ୍ଚ-ମସଜିଦ୍, କିଏ କରିଥିଲେ ଏହାର ନିର୍ମାଣ, ଜାଣନ୍ତୁ…

ଭୁବନେଶ୍ଵର: ଭାରତର ଯେଉଁ ପ୍ରାନ୍ତ କୁ ଯାଆନ୍ତୁ ନା କାହିଁକି ଆପଣଙ୍କୁ ପ୍ରତି କୋଣ ଅନୁକୋଣରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ତ ନିହାତି ଦେଖିବାକୁ ମିଳିଯିବ । ମନ୍ଦିରକୁ ନେଇ କୁହାଯାଏ ଯେ ଏହାର ନିର୍ମାଣ କାହିଁ କେତେ ହଜାର ବର୍ଷ ପୂର୍ବରୁ କରାଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତର…